ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା #କଟକ(ଏନ୍‍.ଏମ୍‍.): ଖାଦ୍ୟରେ ଜହର । ବିଭିନ୍ନ ଅପମିଶ୍ରଣ ସାଙ୍ଗକୁ ମିଶୁଛି ଅଖାଦ୍ୟ । ଯାହା ଫଳରେ ସୃଷ୍ଟି ହେଉଛି ବିଭିନ୍ନ ରୋଗ । ଲୋକେ ଖାଇବା ନାଁରେ କିଣୁଛନ୍ତି ଜହର । ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । କଟକ ସହରରେ ଥିବା ଏକ ପାଉଁରୁଟି (ବେକେରୀ) କାରଖାନାରେ ଖାଦ୍ୟ ଅନୁପୋଯୋଗୀ…

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ #ଜଗତପୁର(ଏନ୍‍.ଏମ୍‍.): ଜଗତପୁର ପ୍ରେସ କ୍ଲବ ପରିସରରେ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିଶ୍ୱାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗତପୁର ଶାନ୍ତିକମିଟି ସମ୍ପାଦକ ତଥା ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ…

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ #ଜଗତପୁର(ଏନ୍‍.ଏମ୍‍.): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ ଚାଷୀ ଆନ୍ଦୋଳନକାରୀଙ୍କୁ ଗାଡି ଚଢ଼େଇ ମାରିଦେବା ଘଟଣାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା । ନିଜର ହକ ପାଇଁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଇଂରେଜ ଶାସକଙ୍କ ଭଳି ହତ୍ୟା କରିବା ଭଳି ବର୍ବରତା ଦୁର୍ଭାଗ୍ୟଜନକ ବୋଲି ଜଗତପୁର ଠାରେ ଚୌଦ୍ୱାର-କଟକ ଯୁବ…