ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ
ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ #କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତି ବର୍ଷ ଆୟୋଜିତ ହେଉଥିବା ଜନ ସଚେତନତା ପଦଯାତ୍ରା ଅଭିଯାନକୁ ପରିବର୍ତ୍ତନ କରାଯାଇ ଆଜି ଅକ୍ଟୋବର ୦୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସ ଧରି ବିଭିନ୍ନ ସମାଜସେବା ମଧ୍ୟରେ ଶ୍ରମଦାନ କରି ବିଦ୍ୟାଳୟ…


