କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା

କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା କଟକ ସଦର (ଏନ୍‌.ଏମ୍‌.): କଟକ କନ୍ଦରପୁର ଥାନାର ତତ୍ତ୍ୱାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି ।ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ରେ ଖୁବ କମ…

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଗୟାନା ଛକ ନିକଟରେ ୫ଜଣ ମଦ୍ୟପ ରବିବାର ବିଳମ୍ବିତ ରାତ୍ରରେ ଜନୈକ ପୁଲିସ୍ ସ୍ପେଶାଲ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନଜରପୁର କେଉଟ ସାହିର ଯୋଗେନ୍ଦ୍ର ହାତୀ(୨୮) ଓ ବୈକୁଣ୍ଠ-ବିହାରର ସଂଗଜିତ୍ ମଲ୍ଲିକ(୨୮) ବୋଲି ଜଣାପଡ଼ିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଭୁବନେଶ୍ୱର(ଏନ୍‌.ଏମ୍‌.): ୨୬ ଅକ୍ଟୋବର ଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ…

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି କହିଛନ୍ତି । ଗରିବରୁ ଅତି ଗରିବ ମହିଳାମାନଙ୍କୁ ଆଜିର ସମାଜରେ…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପୋଟନ…

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତା କରି ଭିଜିଲାନ୍ସ ନିର୍ଦ୍ଦେଶାଳୟ, ସେଲ ଡିଭିଜନର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟେକସ୍ତରରୁ ଦୁର୍ନୀତି ଦୂର…

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ରାଜ୍ୟର ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧତା କଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଏହି ପ୍ରାର୍ଥୀମାନେ ଆଶ୍ୱସ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ…

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତା ୨୧.୧୦.୨୦୨୧ ରୁ ୨୪.୧୦.୨୦୨୧ ଋଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇ ଫେରି ଆସିଛନ୍ତି । ଓଡିଶା ବିଧାନ ସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାନଙ୍କର ସହ ଅଲୋଚନା କରିଛନ୍ତି । ଏଠି ଉଲ୍ଲେଖ ଯୋଗ୍ୟ…