ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ…

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ନୂତନ କରୋନା ଗାଇଡଲାଇନ ଘୋଷଣା କରାଯାଇଛି । ଏହି ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧ତାରିଖ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ନେଇ ଆଜି ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି…

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ #କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ…

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ସରକାର ଅବକାରୀ ଆଇନ ଓ ନୀତିରେ ସଂଶୋଧନ ଆଣି ୨୦୨୧ ଜାନୁଆରୀ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାପରେ ଫେବୃଆରୀ ୨୬ ତାରିଖରେ ଅବକାରୀ ବିଭାଗ ଲଟେରୀ ନିୟମାବଳୀ ଜାରି କରିଥିଲେ । ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ଥିବା ମଦ ଦୋକାନ ଲାଇସେନ୍ସ…

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ଗତକାଲି ସୁପ୍ରିମକୋଟ କଲେଜିୟମର ଏକ ବୈଠକରେ ୪ଜଣ ନୂତନ ବିଚାରପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆଇଜୀବୀ ହୋଇଥିବାବେଳେଦୁଇ ଜଣ ଜୁଡ଼ିସିଆଲ ଅଫିସର ରହିଛନ୍ତି । କଲେଜିୟମ ଘୋଷଣା ଅନୁଯାୟୀ ଏହି…

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

#କଟକ(ଏନ୍‌.ଏମ୍‌.): ନିର୍ମାଣ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅନୁଯାୟୀ ଥାନାରେ ରିପୋର୍ଟ ନହେବା ଶବ ବ୍ୟବଛେଦ କରାନଯାଇ ଅଞ୍ଚଳର କିଛି ଲୋକ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଶହ ଦାହ କରାଯାଇ ଦେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୃତକଙ୍କ ଭାଇ ନ୍ୟାୟ ଦାବି କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ…

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ! ଚୌଦ୍ୱାର (ଏନ୍‌.ଏମ୍‌.): ଜଣେ ବ୍ୟକ୍ତି ଗାଈ ପାଇଁ ଘାସ କାଟିବା ନିମନ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି! ମୃତ ବ୍ୟକ୍ତି ଜଣକ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ରଘୁନାଥ ବେହେରା(୬୦) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ରଘୁନାଥ ଭୋରୁ ଭୋରୁ ବିଲକୁ ଘାସ କାଟିବାକୁ ଚାଲିଯାଇଥିଲେ । ହେଲେ ଅପରାହ୍ନ ୪ଟା…

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ଚଳିତ ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅବସର ନେଉଛନ୍ତି । ତେଣୁ ସିଏମସି ପକ୍ଷରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ସାମଲକୁ ଆଜି ସିଏମସିର କାଉନସିଲ ମିଟିଂରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ କାଉନସିଲ ବୈଠକ ଆରଡିସିଙ୍କ ଶେଷ…

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ #କଟକ(ଏନ୍‌.ଏମ୍‌.): ମୁଣ୍ଡଳି ବ୍ୟାରେଜ ଠାରେ ଏକ ଦନ୍ତାହାତୀ ଓ ଭାସି ଯାଇଥିବା ଏକ ଛୁଆହାତୀର ମୃତ୍ୟୁ ହୋଇଥିବାବେଳେ ସାଥିରେ ଥିବା ହାତୀପଲ ଏବେ ନରାଜ ଓ ମୁଣ୍ଡଳି ନିକଟରେ ବୁଲିବା ସହ ଛୁଆ ଓ ମୁଖିଆ ହାତୀକୁ ଖୋଜୁଥିବା ଜଣାପଡ଼ିଛି । ତେବେ ସାଥୀମାନଙ୍କୁ ନପାଇ ଏହି ହାତୀପଲ ଖୋଜୁଥିବାବେଳେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଗତକାଲି…

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ କଟକ (ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଦରଘାବଜାର ଥାନା ଅଞ୍ଚଳର ଦିବ୍ୟରଞ୍ଜନ ବେହେରା(୨୬) ଓ ଦୋଳମୁଣ୍ଡାଇ ପିଠାପୁର ରୋଡ ଅଞ୍ଚଳର କୌଶଲ…

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା କଟକ(ଏନ୍‌.ଏମ୍‌.): ମୁଣ୍ଡଳି ଟ୍ରାଜେଡ଼ି ଘଟଣାରେ ଗୁରୁତର ଆହତ ହୋଇଥିବା ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ଆଜି ସୁସ୍ଥ ହୋଇ କଟକ ବଡ଼ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡିସଚାର୍ଜ ହେବା ଅବସରରେ ସେ ଅତି ଭାବବିହ୍ୱଳ ହୋଇ ପଡ଼ିବା ସହ ଅରିନ୍ଦମଙ୍କ କଥା ମନେ ପକାଇ କାନ୍ଦିପକାଇଥିଲେ । ସେ କହିଲେ ଯେ, ‘ଆପଣ…

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗକୁ ଆସୁଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ନିର୍ବାଚନରେ ସ୍ଥାନ ସଂରକ୍ଷଣ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି । ବିଭାଗ…

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ କଟକ(ଏନ୍‌.ଏମ୍‌.): ଅନଲାଇନରେ ଫୁଟୱେୟାର ବ୍ୟବସାୟ ଯୋଗୁଁ ଅଣ ସରକାରୀ ସଂସ୍ଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନ । ଅନଲାଇନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଥିବା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବିକ୍ରି ଏକ ପ୍ରକାର ଠପ ହୋଇ ଯାଇଛି । ଫଳରେ ସରକାରଙ୍କୁ ଜିଏସଟି ପାଉଣା ପଇଠ କରିବା…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଅବପାତ ହେବା ସହିତ ବାତ୍ୟାର ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ରହିଛି ‘ଗୁଲାବ’ ।ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ…

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ କଟକ (ଏନ୍‌.ଏମ୍‌.): କଟକ ଯୋବ୍ରାସ୍ଥିତ ମହାନଦୀ ବ୍ୟାରେଜରେ ଆଜି ଏକ ହାତୀର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ନରାଜ ଠାରେ ଏକ ହାତୀ ଛୁଆ ମରି ଭାସୁଥିବାବେଳେ ତାକୁ ଉଦ୍ଧାର କରାଯାଇ ପୋତା ଯାଇଥିବାବେଳେ ଆଜି ମହାନଦୀର ଯୋବ୍ରା ବ୍ୟାରେଜ ଠାରେ ଏକ ବଡ଼ ହାତୀ ମରି ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ବ୍ୟାରେଜର ଗୋଟିଏ ଗେଟ୍ ଦେଇ ପାଣି…

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା…

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା ପୁଣି ରିମାଣ୍ଡରେ ଆସିପାରନ୍ତି ୫ ଅଭିଯୁକ୍ତ ସଚିନ ଦେଇଛନ୍ତି କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ କଟକ (ଏନ୍‌.ଏମ୍‌.): ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ…

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ
ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ ଦେବଗଡ(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଟ୍ୟୁସନ୍‌ରୁ ଫେରିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରିଆମାଳ ଥାନା ଅର୍ନ୍ତଗତ ଛତାବର ଗ୍ରାମରେ । ଏହି ଘଟଣାରେ ସମ୍ପୃକ୍ତ…

କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପୁଣି ବର୍ଷା ଛେଚିବ । ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବାର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ତେବେ ଆସନ୍ତା ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ । ତାହାର ପରବର୍ତ୍ତୀ ୪୮…

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳ କଜଳକଣାସ୍ଥିତ ଇଡ଼କୋର ଗୋପାଳପୁର ଶିଳ୍ପାଞ୍ଚଳରେ ଏକଦା ଛୋଟବଡ଼ ହୋଇ ବହୁ ଶିଳ୍ପ ଗଢ଼ି ଉଠିଥିବାବେଳେ ପରବର୍ତ୍ତି ସମୟରେ ସମସ୍ତ ଶିଳ୍ପ ବନ୍ଦ ହୋଇ ଏହା ଶିଳ୍ପଶୂନ୍ୟ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଉକ୍ତ ସ୍ଥାନରେ ଏକ ଟସର ସୂତା ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ…