ସାମ୍ବାଦିକଙ୍କ ପିତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ ଚୌଦ୍ୱାର(ଏନ୍‌.ଏମ୍‌.): ଏକୈଶ୍ୱରବାଦର ପ୍ରବର୍ତ୍ତକ, ସର୍ବ ପ୍ରଥମ ହାତଲେଖା ସମ୍ବାଦପତ୍ର ‘କୁଜିବର ପତ୍ର’ର ପ୍ରଣେତା ମହାନ୍ ସନ୍ଥ ସାଧୁସୁନ୍ଦର ଦାସ( ସୁନ୍ଦରା ବାବା)ଙ୍କ ଶିଷ୍ୟ ପରିବାରର ସଦସ୍ୟ ତଥା ସାମ୍ବାଦିକ ମହେନ୍ଦ୍ର ବିଶ୍ୱାଳଙ୍କ ପିତା କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଗତ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱର୍ଗତ ବିଶ୍ୱାଳ ଜଣେ…

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ ବାଳକରେ ରାଜସ୍ଥାନ, ବାଳିକାରେ ତେଲେଙ୍ଗାନା ଚାମ୍ପିଅନ ବେସବଲ-୫ରେ ବାଳିକାରେ ଓଡ଼ିଶାକୁ ସ୍ୱର୍ଣ୍ଣ କଟକ(ଏନ୍‌.ଏମ୍‌.): ୩୩ତମ ସବ-ଜୁନିୟର ସଫ୍ଟବଲ ଚାମ୍ପିଅନସିପ ପ୍ରତିଯୋଗିତା ଉଦଯାପତି ହୋଇଯାଇଛି । ସେହିପରି ପ୍ରଥମ ବେସବଲ-୫ ଚାମ୍ପିଅନସିପ ଶେଷ ହୋଇଛି । ବେସବଲ-୫ ପ୍ରତିଯୋଗିତାର ବାଳିକାରେ ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ହାତେଇଛି । ସପ୍ଟବଲ ବାଳକରେ ରାଜସ୍ଥାନ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକାରେ ତେଲେଙ୍ଗାନା ଦଳ…

ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ

ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗ କରୁଥିବା ପ୍ରେମିକ ଶେଷରେ ପ୍ରେମିକାକୁ ବିବାହ କରିଛି । ଫଳରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜି ଅଭିଯୋଗକାରିଣୀ ପ୍ରେମିକା ସହ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ସମ୍ପନ୍ନ ହୋଇଛି । ଚୌଦ୍ୱାର ଜେଲରେ ପୂର୍ବରୁ ଏହି ଭଳି ୩ଜଣ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ହୋଇଥିବାବେଳେ ଏଥର ଚତୁର୍ଥ…

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ କଟକ(ଏନ୍‌.ଏମ୍‌.): କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଏହି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ…

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି ଭୁବନେଶ୍ୱର (ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟସେବା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଏକ ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି । ଏଥର ଫାର୍ମାସିଷ୍ଟମାନେ…

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ କଟକ (ଏନ୍‌.ଏମ୍‌.): କର୍ପୋର୍ରେଟ୍ ସ୍ୱାର୍ଥରକ୍ଷାକାରୀ ତଥା ଚାଷୀମାରଣ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍‌, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ୍ କରିବା, ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର…

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ କଟକ (ଏନ୍‌.ଏମ୍‌.): କଟକ ଏସସିବି ମେଡିକାଲର ଇକମୋ ୟୁନରେ ଚିକିତ୍ସାଧୀନ ଥିବା ଶେଷ ରୋଗୀଙ୍କ ମୃତ୍ୟୁ ହୋଇଛି । ଶେଷ ମୃତକ ଜଣକ ମହିଳା ରୋଗୀ ଥିଲେ । ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ଜଣ ରୋଗୀ ଆଖି ବୁଜିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ…