କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ କଟକ (ଏନ୍.ଏମ୍.): କରୋନା ନେଇଗଲା ଆଉଜଣେ ପ୍ରତିଭାଙ୍କୁ । ଚଳିତ ବର୍ଷ କରୋନା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବାବେଳେ ଆଜି ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା ଲାଗିଛି । ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି । ସେ କଟକ କଟକ ବଡମେଡ଼ିକାଲ…

ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ବାତ୍ୟାର ରୂପନେଇ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଆସନ୍ତାକାଲି…

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ

କଟକ,(ଏନ୍‌.ଏମ୍‌.) ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ଜାକଲିନ୍ ପରିଡ଼ା ଏବଂ ଅଭିନେତା ଅରବିନ୍ଦ ମହାରଣାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଖାନ୍ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ଶୁଭ ପରିଣୟ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । କୋଭିଡ୍ ନିୟମ ଅନୁଯାୟୀ ଏହି ବିବାହ ହୋଇଥିଲା । ଉଭୟ ଜାକଲିନ୍ ଏବଂ ଅରବିନ୍ଦ ଉଭୟ ଉଭୟଙ୍କୁ ପୂର୍ବରୁ ଭଲ ପାଉଥିଲେ…

କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ
ମନୋରଞ୍ଜନ

କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ

ବମ୍ବେ:କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକାଳରେ ଆଖି ବୁଜୁଛନ୍ତି ହଜାର ହଜାର ଲୋକ। ଏପରି ସ୍ଥିତିରେ ବଲିଉଡ଼ କଳାକାରମାନେ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ନାଁ। ସନମ ତେରେ କସମ୍‌ ଫେମ୍‌ ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ନିଜ ପ୍ରିୟ ବାଇକ୍‌ ବିକିବାକୁ ପଛାଇ ନାହାନ୍ତି। ଏହାକୁ…

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ର ଅଭିନେତ୍ରୀଙ୍କ ଦେହାନ୍ତ
ପପୁଲାର ନିଓଜ ମନୋରଞ୍ଜନ

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ର ଅଭିନେତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ‘ଛିଛୋରେ’ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ କରୋନା କାରଣରୁ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ଅଭିଳାଷା ଶୁଟିଂ ପାଇଁ ବାରଣାସୀରେ ଥିଲେ, କିନ୍ତୁ ମୁମ୍ବାଇ ଫେରିବା ପରେ ତାଙ୍କ ଭିିତରେ କୋଭିଡ୍‌-୧୯ ଲକ୍ଷଣ ଦେଖା ଦେଇଥିଲା । ସେ ନିଜର କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା ।…

କରୋନାରେ ବୋଲିଓଡ଼  ଅଭିନେତାଙ୍କ ମୃତ୍ୟୁ
Slider ମନୋରଞ୍ଜନ

କରୋନାରେ ବୋଲିଓଡ଼ ଅଭିନେତାଙ୍କ ମୃତ୍ୟୁ

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।…