ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା [caption id="attachment_6242" align="alignnone" width="300"] News by Sambitbhusan Senapati (Khandapada)[/caption] ଖଣ୍ଡପଡା (ଏନ୍‍.ଏମ୍‍.): ପରିମଳ ବ୍ୟବସ୍ଥାର ଘରୋଇକରଣକୁ ବିରୋଧ କରି ଗତ ୧୪ ଦିନ ଧରି ସଫେଇ କର୍ମଚାରୀମାନେ ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଧାରଣାରତ ସଫେଇ କର୍ମଚାରୀମାନେ ଏନଏସି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ବୁଧବାର ପୂର୍ବାହ୍ନରେ ତାଲା ଝୁଲାଇ ଦେବା…

ବିଜେପି କଟକ ନଗରର ମହିଳା ମୋର୍ଚ୍ଚାର ମହିଳା ଓ ଶିଶୁ ସୁରକ୍ଷା ବିଷୟ ସମ୍ବନ୍ଧରେ ପଥପ୍ରାନ୍ତ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି କଟକ ନଗରର ମହିଳା ମୋର୍ଚ୍ଚାର ମହିଳା ଓ ଶିଶୁ ସୁରକ୍ଷା ବିଷୟ ସମ୍ବନ୍ଧରେ ପଥପ୍ରାନ୍ତ ସଭା

ବିଜେପି କଟକ ନଗରର ମହିଳା ମୋର୍ଚ୍ଚାର ମହିଳା ଓ ଶିଶୁ ସୁରକ୍ଷା ବିଷୟ ସମ୍ବନ୍ଧରେ ପଥପ୍ରାନ୍ତ ସଭା [caption id="attachment_6239" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍‍.ଏମ୍‍.): କଟକ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ନୟାସଡ଼କ ଛକରେ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ଏନ୍‌ସିଆରବି ରିପୋର୍ଟ ଅନୁସାରେ…

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ [caption id="attachment_6236" align="alignnone" width="227"] News by B.R. Mishra (BBSR)[/caption] ଭୁବନେଶ୍ୱର(ଏନ୍‍.ଏମ୍‍.): ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜିକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ୱାରା ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କର ପଞ୍ଜିକରଣ ଓ ଉନ୍ନତ ମାନର ସଂରକ୍ଷଣ କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ…

ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର

ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର [caption id="attachment_6230" align="alignnone" width="300"] News by Biswajit Dalai (Mahanga)[/caption] ମାହାଙ୍ଗା(ଏନ୍‌.ଏମ୍‌.): ଜଣେ ପାଗଳ ବ୍ୟକ୍ତିର ପାଗଳାମୀ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ । ପାଗଳ ଭୁଜାଲି ଧରି ବୁଲୁଥିବାବେଳେ ଆକ୍ରମଣ ଫଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିବା…

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ [caption id="attachment_6227" align="alignnone" width="300"] News by B.R.Mishra (BBSR)[/caption] ଭୁବନେଶ୍ବର(ଏନ‌୍.ଏମ‌୍.): ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି| ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ…

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ [caption id="attachment_6224" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳର ସ୍ୱେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁ ଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ୧୪ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା…

ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ

ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ [caption id="attachment_6221" align="alignnone" width="300"] News by Sambit Bhusan Senapati (Khandapada)[/caption] ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡ଼ା ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି । ପ୍ରକାଶ ଯେ, ଖଣ୍ଡପଡା ଥାନା ଅଧିନ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ପୀଠକୁ ଗତ ରବିବାର ପରିଦର୍ଶନରେ ଯାଇଥିବା ମର୍ଦ୍ଦରାଜପୁର…

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା [caption id="attachment_6218" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା କଲରାବାଙ୍କ ଠାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିପାରିଛି । ଇଣ୍ଟରନେସନାଲ ଏକ୍ସଲେନ୍ସ ଆୱାର୍ଡ଼ ପକ୍ଷରୁ…

ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ

ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ [caption id="attachment_6215" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅହେତୁକ ଅବହେଳା ସତେ ଯେମିତି ଧର୍ମକୁ ଆଖିଠାର ବୋଲି ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷ…

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ [caption id="attachment_6212" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟର କର୍ମଚାରୀମାନେ ଫୁଲନଖରା ଛକରେ ଜଗିରହି ଆଜି ପୂର୍ବାହ୍ନରେ ଖୋର୍ଦ୍ଧାରୁ ଓଲଟପୁରକୁ ଚାଲାଣ କରାଯାଉଥିବା ପ୍ରାୟ ଦେଢ ଲକ୍ଷ ଟଙ୍କାର ନକଲି ଦେଶୀ ମଦ ଜବତ କରିଛନ୍ତି । ଏଥି ସହିତ ଏହି…

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର [caption id="attachment_6209" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣ ଶିଶୁ ମୃତ୍ୟୁବରଣ କରିଥିବାବେଳେ ପିତାମାତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ସମଗ୍ର ବଡ଼ମ୍ବା ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କଟକ…

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି [caption id="attachment_6206" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକ-ଶିକ୍ଷୟତ୍ରୀମାନେ ରାଷ୍ଟ୍ର ଗଠନରେ ସଦା ସର୍ବଦା ଗଠନମୂଳକ ଭୂମିକା ନିର୍ବାହ କରିଆସିଛନ୍ତି । ଶିକ୍ଷାୟତନର ସାମଗ୍ରିକ ପ୍ରଗତିରେ ଶିକ୍ଷକମାନଙ୍କର ଯୋଗଦାନ ଅନନ୍ୟ । ଶିକ୍ଷାଦାନ ପ୍ରକ୍ରିୟାକୁ ବୋଧଗମ୍ୟ କରିବା ଭଳି ମାନସିକତାର ଆବଶ୍ୟକତାକୁ ଏକ ଚିନ୍ତାମୁକ୍ତ ମନ ଅପରିହାର୍ଯ୍ୟ । ଶିକ୍ଷକ ସାମାଜର ଅଭିଯୋଗ ଶୁଣାଣି…

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା  
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା  

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା [caption id="attachment_6202" align="alignnone" width="300"] News by Biswajit dalai (salepur)[/caption] ସାଲେପୁର(ଏନ୍‌.ଏମ୍‌.): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀମାନଙ୍କୁ ରାଜ୍ୟ ସରକାର ସହାୟତା ନିମନ୍ତେ ଅର୍ଥରାଶି ଯୋଗାଇ ଦେଉଥିଲେ ମଧ୍ୟ ଜମିକୁ ପାଣି ନଥିବା…

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା [caption id="attachment_6199" align="alignnone" width="248"] News by Smruti Ranjan Tripathy (Cuttack)[/caption] କଟକ(ଏନ.ଏମ୍‌.): ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ଝୁଲନ୍ତା ମୃତଦେହ ଆଜି କଟକସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ…

ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି

ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି [caption id="attachment_6195" align="alignnone" width="300"] News by Sambit Bhusan Senapati (Khandapada)[/caption] ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ଅଧିନ ଖଳିସାହି ପଞ୍ଚାୟତର ଇଚ୍ଛାପୁର ଗ୍ରାମ ନିକଟସ୍ଥ ପାହାଡରୁ ମାଫିଆମାନେ ଆଖପାଖ ଅଞ୍ଚଳକୁ ଅବାଧରେ ମୋରମ ଚାଲାଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଚୋରାରେ ମୋରମ ଚାଲାଣ ଯୋଗୁଁ ପାହାଡ ଓ ତତ୍‌ସଂଲଗ୍ନ ସଂରକ୍ଷିତ ଜଙ୍ଗଲ…

ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ [caption id="attachment_6192" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ)ରେ ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡକ୍‌ଟର ପଦ୍ମିନୀ ସ୍ୱାଇଁ, ଗତ କାଲି ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ…

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ ପଦ୍ମଶ୍ରୀ ପ୍ରମୋଦଙ୍କୁ ଭାରତ ଗୌରବ ସମ୍ମାନ [caption id="attachment_6187" align="alignnone" width="300"] News By Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଜୟଭାରତ ଫାଉଣ୍ଡେସନର ଆଜି ୨୩ତମ ପ୍ରତିଭା ସମ୍ମାନ ସମାରୋହ ରାମଦାସପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗ୍ରାମ ନିର୍ମାଣ ବିଭାଗ…

ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ [caption id="attachment_6182" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ । ଓଡିଶାର ପିଲାମାନଙ୍କୁ…

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ [caption id="attachment_6177" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପରେ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ବର୍ତ୍ତମାନ ସେମାନଙ୍କ ଫଳାଫଳ ଓ ବୋର୍ଡର ମୂଲ୍ୟାୟନକୁ ନେଇ…

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର [caption id="attachment_6174" align="alignnone" width="300"] News by Ajit Kumar Mallick (Konark)[/caption] ପୁରୀ/କୋଣାର୍କ (ଏନ୍‌.ଏମ୍‌.): ଜାତୀୟ କ୍ରୀଡ଼ା ଦିବସ ଅବସରରେ ପୁରୀ ଜିଲ୍ଲାର କ୍ରୀଡ଼ାବିତ୍ତଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ତିନି ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ଓଏମସିରେ ପ୍ରଥମ…