ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ
ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ [caption id="attachment_6909" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କ୍ରୀଡ଼ାର ଦ୍ରୁତ ବିକାଶ ଘଟିଛି । ରାଜ୍ୟସରକାରଙ୍କ ଉଦ୍ୟମ କ୍ରମେ ଏବେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରାଯାଇଛି । ତେବେ ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ…




















