ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ
ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ [caption id="attachment_6981" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଚାରିଟେବୁଲ୍ ଟ୍ରଷ୍ଟ୍ ଓ ମହାସତ୍ସଂଘ ପରିବାର ପକ୍ଷରୁ ବୟାଳିଶିମୌଜାର ରାଉତରାପୁରସ୍ଥିତ ମା ଶାରଦା ଆଶ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ ଓ ରାଜ୍ୟସ୍ତରୀୟ ପୂଜ୍ୟପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୈବଜ୍ଞ ପଣ୍ଡିତ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…




















