୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ [caption id="attachment_7047" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତ ଡିହସାହି ଗାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ…




















