ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି [caption id="attachment_8864" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ପୁଞ୍ଜି ସମ୍ରାଟ ଗୌତମ ଆଦାନୀଙ୍କ ଅଚଳାଚଳ ସଂପଦ କି ଉପାୟରେ ବଢିଲା? ଓ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଏହାର ଟିକିନିଖି ବିବରଣୀ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟରେ ସମସ୍ତ ବିରୋଧୀ ଦଳ ଏହାର ତଦନ୍ତ ପାଇଁ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ…

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା [caption id="attachment_8861" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ପେନସନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ପ୍ରତାରିତ କରିଥିବାରୁ ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ହୋଇଛି । ଅଲ୍ ଓଡ଼ିଶା…

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ [caption id="attachment_8858" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପଶ୍ଚିମା ଝଡ଼ ଅନୁଭୂତ ହେଉଥିବାବେଳେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଉଥିଲା । ହେଲେ କିଏ ଜାଣିଥିଲା ଏହି ଝଡ଼ ଜଣେ ଯୁବକଙ୍କ…

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ [caption id="attachment_8855" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କୌଣସି ଜନସାଧାରଣ ଭୋକିଲା ପେଟରେ ରହିବେ ନାହିଁ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ବେଶ ଫଳପ୍ରଦ ହୋଇଛି । ତେବେ ରାଜ୍ୟରେ ବହୁ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ଜାଣିବା ପରେ ରାଜ୍ୟସରକାର ମଧ୍ୟ ଏହି ଯୋଜନାରୁ ବଞ୍ôଚତ…

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ [caption id="attachment_8852" align="alignnone" width="300"] News by Kanhu charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରସ୍ଥିତ ନଜରପୁର ଛକ ଠାରୁ ସବର ସାହି କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରସସ୍ଥି କରଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଛି । ସିଏମସି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଦୋକାନ ଓ ଘର…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ [caption id="attachment_8849" align="alignnone" width="300"] News by Kanhu charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ସ୍ଥିତ ଲକ୍ଷ୍ମଣପୁର ମଙ୍ଗଳା ବସ୍ତିରେ ଶ୍ରମ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସିଭିଲ ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ…

ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା

ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା [caption id="attachment_8846" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ନିଜକୁ ବ୍ଳକ୍ କର୍ମଚାରୀ ବୋଲି ପରିଚୟ ଦେଇ ଗରିବ ଖଟିଖିଆ ଆଦିବାସୀ ଲୋକମାନଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ୍ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତରେ ।…

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ [caption id="attachment_8842" align="alignnone" width="300"] News by Ananda prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ରାଜ୍ୟରେ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଓ ସମୟସୀମା ଆଦିକୁ ନେଇ ଫାଇପ-ଟି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି । ଫଳରେ ରାଜ୍ୟର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚାଇବା ସହ ସ୍ୱଚ୍ଛ ଶାସନ…

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ [caption id="attachment_3764" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ପ୍ରଥମ ପର୍ଯ୍ୟାୟର ପର୍ଯ୍ୟବେକ୍ଷଣ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଜିଲ୍ଲାରେ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରଙ୍କ ଦ୍ୱାରା ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳର ଫୁଲବାଣୀ, ମୟୂରଭଞ୍ଜର ବାରିପଦା, ନୟାଗଡ, ସୁନ୍ଦରଗଡ…

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ [caption id="attachment_8834" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହରେ କଂଗ୍ରେସ ଯୁବନେତା ମାନସ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ…

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ [caption id="attachment_8830" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ଅର୍କକ୍ଷେତ୍ର କୋଣାର୍କର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ଜୟଦେବ ବାଟିକାକୁ ଦୀର୍ଘକାଳ ଧରି ଅବହେଳିତ କରି ରଖିବା ପରେ ବେଳାଭୂମି ବିକାଶ ଯୋଜନା ଆଳରେ ବାଟିକାର ଅସ୍ଥିତ୍ୱ ଲୋପ ପାଇଁ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର ଜାରି ରଖିଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଭାଗା ବେଳାଭୂମି ଓ…

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନାବାଳକ ଗାଡ଼ି ଚଳାଇବା ଉପରେ ଲାଗିଲା ଅଙ୍କୁଶ ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ [caption id="attachment_8826" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଏଣିକି ନାବାଳକ ପିଲାମାନଙ୍କୁ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଇବ ପରିବହନ ବିଭାଗ । ନାବାଳକମାନେ ଗାଡ଼ି ଚଳାଇବାବେଳେ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରୁଥିବାଯୋଗୁଁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି ।…

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି [caption id="attachment_8823" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ଆଇପିଏଲ୍ ସିଜନ୍‌-୧୬ରେ ଓଡ଼ିଆରେ ଆଙ୍କରିଂ ଦର୍ଶକ ଦେଖିବାକୁ ପାଇବେ । ତେବେ ଆଙ୍କର୍ ଭାବେ କଟକର ଲୋରିଆ ମହାନ୍ତି ମନୋନୀତ ହୋଇଛନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ଓଡ଼ିଆ ଅତିଥିମାନେ ମଧ୍ୟ ରହିବେ । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍…

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର…

ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ

ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ [caption id="attachment_8813" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଯଜ୍ଞ ଅନୁଷ୍ଠାନ ଦ୍ୱାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବୃଷ୍ଟି କରନ୍ତି ଯାହା ଫଳରେ ବିଶ୍ୱ ଶସ୍ୟସାମଳା ହୋଇଥାଏ । ଯଜ୍ଞ ଦ୍ୱାରା ମନ୍ତ୍ର ଶକ୍ତି, ଆତ୍ମିକ ଶକ୍ତି ଜାଗ୍ରତ, ଆଧ୍ୟାତ୍ମିକ, ଆଧବୈଦିକ, ଅଧିଭୌତିକ ବିପତ୍ତିରୁ ମୁକ୍ତି ମିଳେ, ପିତୃଲୋକ ମାନେ ସନ୍ତୁଷ୍ଟ ହୁଅନ୍ତି । ଧର୍ମର…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ: ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର/ବ୍ରହ୍ମପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟ ନଗର ଆଦି ସ୍ଥାନରେ ୨ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଛତ୍ରପୁରରେ ୧ହଜାର କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟ ନଗରରେ…

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ [caption id="attachment_8806" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ସିଲଭର ଲାଇନିଂ ଆପାର୍ଟମେଣ୍ଟ ପାଇଁ ଘର କିଣିଥିବା ଗ୍ରାହକମାନେ ସଂସ୍ଥା ଦ୍ୱାରା ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଉକ୍ତ ସଂସ୍ଥା ବ୍ରୋଚର ମାଧ୍ୟମରେ ଗ୍ରାହକମାନଙ୍କ ନିମନ୍ତେ ଯେଉଁ…

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ [caption id="attachment_8802" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକର ସହିଦ୍ ଭବନରେ ତେଲୁଗୁ ସମ୍ପ୍ରଦାୟର ରଜତ ଜୟନ୍ତୀ ଏବଂ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେଲୁଗୁ ସମ୍ପ୍ରଦାୟର ଐକତା ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଭି. ସୁଭାଷ ନାଇଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାମହିମ…

ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ [caption id="attachment_8799" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକର ଶୈଳବାଳା ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ମହାବିଦ୍ୟାଳୟ ପରିସରରେ ନ୍ୟୁ ଆକାଡେମିକ୍ ବ୍ଲକ୍‌ର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ…

ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ

ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ [caption id="attachment_8795" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଜଣେ ଗ୍ରାହକ ଗତ ଫେବୃୟାରୀ ୧୬ତାରିଖରେ ଠକେଇ ଅଭିଯୋଗ କରିଥିଲେ । ତେବେ ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା…