ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା : କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ
ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ [caption id="attachment_10731" align="alignnone" width="300"] News by Basanta Ratha (Cuttack)[/caption] #କଟକ ସଦର(ଏନ୍.ଏମ୍.): କଟକ କମିଶନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କନ୍ଦରପୁର ଥାନା…




















