ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ
ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ [caption id="attachment_10807" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ବେଆଇନ ନିଶାକାରବାର ବୃଦ୍ଧି ପାଇବାରେ ଲାଗିଛି । ନିଶା ମାଫିଆମାନଙ୍କ ଟାର୍ଗେଟରେ ଏବେ ଯୁବପୀଢ଼ି । ବିଶେଷ କରି ଯୁବପୀଢ଼ିଙ୍କୁ ନିଶାଶକ୍ତ କରାଇ ସେମାନଙ୍କ ଦ୍ୱାରା ବିପୁଳ ଅର୍ଥ ରୋଜଗାର କରିବା ଏମାନଙ୍କ ଉଦ୍ଦେଶ୍ୟ । ତେଣୁ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ,…




















