କଟକ ଜିଲ୍ଲାରେ ଅର୍ପଣ ରଥ ପରିକ୍ରମାର ପଞ୍ଚମ ଦିନ: ହୁଳୁହୁଳି ଓ ଶଙ୍ଖଧ୍ୱନି ସହ ଭବ୍ୟ ସ୍ୱାଗତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ଜିଲ୍ଲାରେ ଅର୍ପଣ ରଥ ପରିକ୍ରମାର ପଞ୍ଚମ ଦିନ: ହୁଳୁହୁଳି ଓ ଶଙ୍ଖଧ୍ୱନି ସହ ଭବ୍ୟ ସ୍ୱାଗତ

କଟକ ଜିଲ୍ଲାରେ ଅର୍ପଣ ରଥ ପରିକ୍ରମାର ପଞ୍ଚମ ଦିନ: ହୁଳୁହୁଳି ଓ ଶଙ୍ଖଧ୍ୱନି ସହ ଭବ୍ୟ ସ୍ୱାଗତ [caption id="attachment_12107" align="alignnone" width="300"] News by Kanhu charan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟର ପ୍ରତ୍ୟେକ ଘରୁ ସଂଗ୍ରହ ହେଉଛି ଗୁଆ ଓ ଚାଉଳ । ଏଥିପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ଘରକୁ ଘର…

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା: ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା: ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା ଚୌଦ୍ୱାର-କଟକ ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ [caption id="attachment_12104" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଆଉ ମାସ କେଇଟା ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ । ଏଥି ପାଇଁ ଚାଲିଛି ଘନଘନ ପ୍ରସ୍ତୁତି । ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବାବେଳେ ରାଜନୈତିକ ଶିବିରରେ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ #ତାଳଚେର(ଏନ୍‌.ଏମ୍‌.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ରାଫକ ଇନସପେକ୍ଟର ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଭଳି ଘଟଣା କଳାହୀରାର ରାଜଧାନୀ ତାଳଚେର ଅଞ୍ଚଳରେ ଘଟିଛି । ଟ୍ରାଫିକ ଇନସପେକ୍ଟର ଜିତେନ୍ଦ୍ର ବେହେରା ନିଜ ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିବାବେଳେ ବାଟରୁ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ତାଳଚେର…

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ
Slider ଦେଶ ବିଦେଶ ପପୁଲାର ନିଓଜ ରାଜନୀତି ରାଜ୍ୟ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ #ନରସିଂହପୁର(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବାବେଳେ ସବୁଆଡେ ଭବ୍ୟ ସ୍ୱାଗତ କରାଯାଉଛି । ମାତ୍ର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଗ୍ରାମବାସୀମାନେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କରିବା ଘଟଣା ସମସ୍ତଙ୍କୁ ଚକିତ…

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର [caption id="attachment_12092" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକରେ ବିଭିନ୍ନ ସରକାରୀ ତଥା ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟରେ ବହୁବିଧ ସମସ୍ୟା ଦେଖାଦେବା ସହ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି କଟକ ସିଟି ହସ୍ପିଟାଲ,…

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ [caption id="attachment_12088" align="alignnone" width="300"] News by Ananda Prasad Rout (Basudevpur)[/caption] #ବାସୁଦେବପୁର(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସରରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ଯାଇଛି । ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ସମୀର ରଞ୍ଜନ ଦାଶ, ପୌର…

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ [caption id="attachment_12085" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇଟି, କ୍ରୀଡା ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ [caption id="attachment_12082" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ ଆଜି ଏହି ପରିପରେକ୍ଷୀରେ ସ୍ଥାନୀୟ ରେଭେନ୍ସା କଲେଜିଏଟ୍ ସ୍କଲ୍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବାବେଳେ କଟକ ଜିଲ୍ଲାରେ…

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର [caption id="attachment_12079" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର (ଏନ୍‌.ଏମ୍‌.): କଟକ ନଗର(ଜିଲ୍ଲା)କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନଗର(ଜିଲ୍ଲା) କଂଗ୍ରେସର ମୁଖ୍ୟ-ମୁଖପାତ୍ର ମାନସ ପରିଡା ଙ୍କ ନେତୃତ୍ୱରେ କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳୀ ମାଞ୍ଜା ସୂତା ବ୍ୟବହାରକୁ ବ୍ୟାନ କରିବା ପାଇଁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର…

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ [caption id="attachment_12074" align="alignnone" width="225"] News by Smruti Ranjan Tripathy (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସରକାର ଶିକ୍ଷାର ଉନ୍ନତିକରଣ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା କେବଳ ଲୋକ ଦେଖାଣିଆ ବୋଲି ଅଭିଭାବକଙ୍କ ମହଲରେ ଅଭିଯୋଗ ହେଉଛି । ଗୋଟିଏ ପଟେ ଶିକ୍ଷାର ବିକାଶ ନିମନ୍ତେ ଭିତ୍ତିଭୂମିର ଉନ୍ନତିକରଣ କରିବା ନିମନ୍ତେ ମୋ ସ୍କୁଲ ଯୋଜନା…

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି ମାଲକାନାଗିରି(ଏନ୍‌.ଏମ୍‌.): ଆକାଶ ପଥ ସହ ଯୋଡ଼ି ହୋଇଛି ମାଲକାନଗିରି । ଲୋକାର୍ପିତ ହୋଇଛି ମାଲକାନଗିରି ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମାଲକାନଗିରିରେ ପହଞ୍ଚି ଉଦ୍‌ଘାଟନ କରିଥିଲେ । ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଲୋକାର୍ପଣ ପରେ…

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ ନୟାଗଡ଼(ଏନ୍‌.ଏମ୍‌.): ସରକାରୀ ଅଧିକାରୀମାନେ ବିଭିନ୍ନ ଉପାୟରେ ବେଆଇନ ଅର୍ଥ ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ନିଜର ସଚ୍ଚୋଟତା, କର୍ତ୍ତବ୍ୟପରାୟଣା, କାର୍ଯ୍ୟକ୍ଷେତ୍ରରେ ଉତ୍ତର ଦାୟିତ୍ୱ, ସ୍ୱଚ୍ଛତା ଆଦିକୁ ବଳି ଚଢ଼ାଇ କିଭଳି ରାତାରାତି କୋଟି ପତି ହୋଇଯିବେ ସେହି ଚିନ୍ତାରେ ଏବେ ସରକାରୀ ଅଧିକାରୀ ରହିଥିବା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ଜଣାପଡ଼ୁଛି । ସେହିଭଳି ଆୟ ବହିର୍ଭୂତ ସମ୍ପତି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ [caption id="attachment_12064" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଘରକୁ ଘର ବୁଲୁଛି ‘ଶ୍ରୀ ଜଗନ୍ନାଥ ଅର୍ପଣ ରଥ’ । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାର…

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା [caption id="attachment_12061" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇସ୍ଥିତ ବିଜୟ ଗୋବିନ୍ଦ ଭବନ ଠାରେ ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ସଭାରେ ପରିଷଦର ସଭାପତି ସୁବାସ ଚନ୍ଦ୍ର ଦାସ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ #ଭବାନୀପାଟଣା(ଏନ୍‌.ଏମ୍‌.): ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି…

କଟକ ଜିଲ୍ଲା ଇପିଏଫ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲା ଇପିଏଫ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ

କଟକ ଜିଲ୍ଲା ଇପିଏଫ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ [caption id="attachment_12051" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପତାକା ଉତ୍ତୋଳନ କରିଥିଲା ବେଳେ,ସମ୍ମିଳନୀକୁ ଜାତୀୟ ଉପସଭାପତି ତଥା ରାଜ୍ୟ ସଂପାଦକ ଭାଗ୍ୟଧର ବ୍ରହ୍ମା ଉଦଘାଟନ…

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ [caption id="attachment_12048" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି । ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ । ରବିବାର ଦିନ ସକାଳ ୮ଟା ବେଳେ…

ଡ୍ରାଇଭରମାନଙ୍କୁ ୭ଲକ୍ଷ ଜୋରିମାନା ଓ୧୦ବର୍ଷ ଜେଲଦଣ୍ଡ ଭଳି କଳା ଆଇନ୍‍ ବିରୁଦ୍ଧରେ କଟକରେ ଶୋଭଯାତ୍ରା ଓ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଡ୍ରାଇଭରମାନଙ୍କୁ ୭ଲକ୍ଷ ଜୋରିମାନା ଓ୧୦ବର୍ଷ ଜେଲଦଣ୍ଡ ଭଳି କଳା ଆଇନ୍‍ ବିରୁଦ୍ଧରେ କଟକରେ ଶୋଭଯାତ୍ରା ଓ ସଭା

ଡ୍ରାଇଭରମାନଙ୍କୁ ୭ଲକ୍ଷ ଜୋରିମାନା ଓ୧୦ବର୍ଷ ଜେଲଦଣ୍ଡ ଭଳି କଳା ଆଇନ୍‍ ବିରୁଦ୍ଧରେ କଟକରେ ଶୋଭଯାତ୍ରା ଓ ସଭା [caption id="attachment_12045" align="alignnone" width="300"] News by Umakanta Jena (Ctc)[/caption] #କଟକ(ଏନ୍‌.ଏମ୍‌.): ଭାରତୀୟ ନ୍ୟାୟ ସଂହିତା ୨୦୨୩ ନାମରେ ପୁରୁଣା ଆଇନ୍‍କୁ ପରିବର୍ତ୍ତନ କରି କେନ୍ଦ୍ର ବିଜେପି ସରକାର ମୋଟର ଦୁର୍ଘଟଣା ଜନିତ କେଶରେ ହିଟ ଆଣ୍ଡ ରନରେ ଡ୍ରାଇଭରମାନଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ୭ ଲକ୍ଷ ଟଙ୍କା…

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା ଟିଏସ୍‌କେଏଫଆଇ (ଟ୍ରାଡିସନାଲ ସୋଟୋକମ୍ କରାଟେ ଫେଡେରେସନ ଅଫ ଇଣ୍ଡିଆ) କରାଟେ -୨୦୨୪ ପ୍ରତିଯୋଗୀତା ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଉଦଘାଟନୀ ହୋଇଯାଇଥିବାବେଳେ ୭ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଟିଏସକେଏଫଆଇର ନିର୍ଦ୍ଦେଶକ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଯୋଗୀତାରେ ଭାରତ ବର୍ଷର ଓଡିଶା, ମହାରାଷ୍ଟ୍ର, ଛତିଷିଗଡ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ୫ବର୍ଷରୁ…

ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି

ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି [caption id="attachment_12038" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ମିଥ୍ୟା ପ୍ରଲୋଭନ ଦେଇ ବିକାଶ ନାମରେ ଶାସକ ଦଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛି । ଏପରିକି ସରକାରୀ ଅର୍ଥରେ ଶାସକ ଦଳ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟ ଜନକ ବୋଲି ବରିଷ୍ଠ ବିଜେପିନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏପରିକି ନିର୍ବାଚନକୁ…