ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’
ରାଜ୍ୟ

ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ ନାରାଜ ହୋଇଯାଇଛନ୍ତି ତହସିଲଦାର। ଭବିଷ୍ୟତରେ ଆଉ ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ବି ଦେଇଛନ୍ତି। ବାଲେଶ୍ୱର…