ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ ନୟାଗଡ଼(ଏନ୍.ଏମ୍.): ସରକାରୀ ଅଧିକାରୀମାନେ ବିଭିନ୍ନ ଉପାୟରେ ବେଆଇନ ଅର୍ଥ ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ନିଜର ସଚ୍ଚୋଟତା, କର୍ତ୍ତବ୍ୟପରାୟଣା, କାର୍ଯ୍ୟକ୍ଷେତ୍ରରେ ଉତ୍ତର ଦାୟିତ୍ୱ, ସ୍ୱଚ୍ଛତା ଆଦିକୁ ବଳି ଚଢ଼ାଇ କିଭଳି ରାତାରାତି କୋଟି ପତି ହୋଇଯିବେ ସେହି…




















