ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ
ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ କଟକ(ଏନ୍.ଏମ୍.): ଚଳିତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲକୁ ଶହେ ବର୍ଷ ପୂରଣ ହେବାକୁ ଯାଇଛି । ଏହି ଦୁଇଟି ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ…



















