ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ #ଭୁବନେଶ୍ୱର (ଏନ୍‌.ଏମ୍‌.): ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି । ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଆ ଆଜି ଗର୍ବିତ ହୋଇଛନ୍ତି ।…

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ  #ନରସିଂହପୁର (ଏନ.ଏମ.): ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ଗ୍ରାମର ମା ଭୁବନେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ କୋଭିଡ କଟକକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା’ ଭୁବନେଶ୍ୱରୀ ଏବଂ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ମଞ୍ଚର ସଭାପତି ସଞ୍ଜୟ କୁମାର ଡାଳୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି…

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି) ଇକ୍‌ମୋ ୟୁନିଟରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି । ତେବେ ମୃତକ ଜଣଙ୍କ ଜଣେ ଡାକ୍ତରଙ୍କ ପୁଅ ବୋଲି ଜଣାପଡ଼ିଛି । କଟକ ବଡ଼ମେଡ଼ିକାଲ ଇକମୋ ୟୁନିଟରେ ଆଜି ପର୍ଯ୍ୟନ୍ତ ୬ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଏ ଯାବତ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା…

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଆସନ୍ତା ଅକ୍ଟୋବର ୪ ତାରିଖରୁ ପ୍ରଦାନ କରାଯିବ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପ୍ରମାଣପତ୍ର ନେଇ ପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ…

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମଆୟୁକ୍ତ ବନମାଳୀ ମହାପାତ୍ରଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଛି । ଏହି ଅବସରରେ ଶ୍ରମ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଏଣ୍ଟ ଲେବର କମିଶନର ନୀଳାମ୍ବର ମିଶାଲ୍ ଉପସ୍ଥିତଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର…

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା #କଟକ(ଏନ୍‌.ଏମ୍‌.): କଟକ ସହରରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା ହେବାରେ ଲାଗିଛି । ବିଶେଷ କରି କଟକ ମହାନଗର ନିଗମରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ଯୋଗୁଁ ସରକାରୀ ସୁବିଧା ସୁଯୋଗରୁ ପ୍ରକୃତ ହିତାଧିକାରୀ ବଞ୍ôଚତ ରହୁଥିବା ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଗରିବ ଲୋକଙ୍କୁ ସ୍ଥାୟୀ ବାସ ବ୍ୟବସ୍ଥା ଯୋଗାଇଦେବା…

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ…

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ନୂତନ କରୋନା ଗାଇଡଲାଇନ ଘୋଷଣା କରାଯାଇଛି । ଏହି ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧ତାରିଖ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ନେଇ ଆଜି ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି…

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ #କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ…

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ସରକାର ଅବକାରୀ ଆଇନ ଓ ନୀତିରେ ସଂଶୋଧନ ଆଣି ୨୦୨୧ ଜାନୁଆରୀ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାପରେ ଫେବୃଆରୀ ୨୬ ତାରିଖରେ ଅବକାରୀ ବିଭାଗ ଲଟେରୀ ନିୟମାବଳୀ ଜାରି କରିଥିଲେ । ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ଥିବା ମଦ ଦୋକାନ ଲାଇସେନ୍ସ…

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

#କଟକ(ଏନ୍‌.ଏମ୍‌.): ନିର୍ମାଣ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅନୁଯାୟୀ ଥାନାରେ ରିପୋର୍ଟ ନହେବା ଶବ ବ୍ୟବଛେଦ କରାନଯାଇ ଅଞ୍ଚଳର କିଛି ଲୋକ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଶହ ଦାହ କରାଯାଇ ଦେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୃତକଙ୍କ ଭାଇ ନ୍ୟାୟ ଦାବି କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ…

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ! ଚୌଦ୍ୱାର (ଏନ୍‌.ଏମ୍‌.): ଜଣେ ବ୍ୟକ୍ତି ଗାଈ ପାଇଁ ଘାସ କାଟିବା ନିମନ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି! ମୃତ ବ୍ୟକ୍ତି ଜଣକ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ରଘୁନାଥ ବେହେରା(୬୦) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ରଘୁନାଥ ଭୋରୁ ଭୋରୁ ବିଲକୁ ଘାସ କାଟିବାକୁ ଚାଲିଯାଇଥିଲେ । ହେଲେ ଅପରାହ୍ନ ୪ଟା…

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ଚଳିତ ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅବସର ନେଉଛନ୍ତି । ତେଣୁ ସିଏମସି ପକ୍ଷରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ସାମଲକୁ ଆଜି ସିଏମସିର କାଉନସିଲ ମିଟିଂରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ କାଉନସିଲ ବୈଠକ ଆରଡିସିଙ୍କ ଶେଷ…

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ #କଟକ(ଏନ୍‌.ଏମ୍‌.): ମୁଣ୍ଡଳି ବ୍ୟାରେଜ ଠାରେ ଏକ ଦନ୍ତାହାତୀ ଓ ଭାସି ଯାଇଥିବା ଏକ ଛୁଆହାତୀର ମୃତ୍ୟୁ ହୋଇଥିବାବେଳେ ସାଥିରେ ଥିବା ହାତୀପଲ ଏବେ ନରାଜ ଓ ମୁଣ୍ଡଳି ନିକଟରେ ବୁଲିବା ସହ ଛୁଆ ଓ ମୁଖିଆ ହାତୀକୁ ଖୋଜୁଥିବା ଜଣାପଡ଼ିଛି । ତେବେ ସାଥୀମାନଙ୍କୁ ନପାଇ ଏହି ହାତୀପଲ ଖୋଜୁଥିବାବେଳେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଗତକାଲି…

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ କଟକ (ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଦରଘାବଜାର ଥାନା ଅଞ୍ଚଳର ଦିବ୍ୟରଞ୍ଜନ ବେହେରା(୨୬) ଓ ଦୋଳମୁଣ୍ଡାଇ ପିଠାପୁର ରୋଡ ଅଞ୍ଚଳର କୌଶଲ…

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା କଟକ(ଏନ୍‌.ଏମ୍‌.): ମୁଣ୍ଡଳି ଟ୍ରାଜେଡ଼ି ଘଟଣାରେ ଗୁରୁତର ଆହତ ହୋଇଥିବା ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ଆଜି ସୁସ୍ଥ ହୋଇ କଟକ ବଡ଼ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡିସଚାର୍ଜ ହେବା ଅବସରରେ ସେ ଅତି ଭାବବିହ୍ୱଳ ହୋଇ ପଡ଼ିବା ସହ ଅରିନ୍ଦମଙ୍କ କଥା ମନେ ପକାଇ କାନ୍ଦିପକାଇଥିଲେ । ସେ କହିଲେ ଯେ, ‘ଆପଣ…

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗକୁ ଆସୁଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ନିର୍ବାଚନରେ ସ୍ଥାନ ସଂରକ୍ଷଣ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି । ବିଭାଗ…

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ କଟକ(ଏନ୍‌.ଏମ୍‌.): ଅନଲାଇନରେ ଫୁଟୱେୟାର ବ୍ୟବସାୟ ଯୋଗୁଁ ଅଣ ସରକାରୀ ସଂସ୍ଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନ । ଅନଲାଇନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଥିବା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବିକ୍ରି ଏକ ପ୍ରକାର ଠପ ହୋଇ ଯାଇଛି । ଫଳରେ ସରକାରଙ୍କୁ ଜିଏସଟି ପାଉଣା ପଇଠ କରିବା…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଅବପାତ ହେବା ସହିତ ବାତ୍ୟାର ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ରହିଛି ‘ଗୁଲାବ’ ।ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ…

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ କଟକ (ଏନ୍‌.ଏମ୍‌.): କଟକ ଯୋବ୍ରାସ୍ଥିତ ମହାନଦୀ ବ୍ୟାରେଜରେ ଆଜି ଏକ ହାତୀର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ନରାଜ ଠାରେ ଏକ ହାତୀ ଛୁଆ ମରି ଭାସୁଥିବାବେଳେ ତାକୁ ଉଦ୍ଧାର କରାଯାଇ ପୋତା ଯାଇଥିବାବେଳେ ଆଜି ମହାନଦୀର ଯୋବ୍ରା ବ୍ୟାରେଜ ଠାରେ ଏକ ବଡ଼ ହାତୀ ମରି ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ବ୍ୟାରେଜର ଗୋଟିଏ ଗେଟ୍ ଦେଇ ପାଣି…