ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା
ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା କଟକ(ଏନ୍.ଏମ୍.): ଆସନ୍ତା ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ନମ୍ବର ୭୪୫୮ତା ୨୪.୧୨.୨୧ରେ ଉଲ୍ଲେଖ ରହିଥିବାବେଳେ…




















