କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ…

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ [caption id="attachment_3710" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ଗ୍ରାମ ସ୍ଥିତ ଭରାଣ୍ଡି ହୁଡ଼ାରେ ଦୁଇଟି ଦନ୍ତାହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଟିଏମ୍ କଲୋନୀ ଠାରୁ ଯାଜଭୈରବ ନୂଆଗାଁ ଦେଇ କୁଜିବରକୁ ଲାଗିଥିବା ଏହି ରାସ୍ତାରେ ଦୈନିକ ବହୁ ଯାତ୍ରୀ ଯିବା ଆସିବା କରୁଥିବାବେଳେ ହାତୀର ଉପସ୍ଥିତି ଯୋଗୁଁ ଯାତାୟତ…

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ [caption id="attachment_3706" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ବେଣ୍ଟୁଆ ଗ୍ରାମ ପଞ୍ଚାୟତ ଠାରେ ଆଦିଦେବୀ ଆଦିବାସୀ ବେଣ୍ଟୁଆ କ୍ଲବ ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ବର୍ଷିୟାନ ସମାଜସେବୀ ମୁଣ୍ଡଳି ଗ୍ରାମବାସୀ ସ୍ୱର୍ଗତ ଦେବଦତ୍ତ ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଷଷ୍ଠ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, କ୍ଲବ ଦ୍ୱାରା ନିର୍ମିିତ ନୂତନ ମୁକ୍ତ ଆକାଶ ସଭାମଞ୍ଚକୁ ବରିଷ୍ଠ…

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ [caption id="attachment_3702" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ‘ଜଗତପୁର ଉଠାଦୋକାନୀ ମହାସଙ୍ଘ’ ପକ୍ଷରୁ ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜଗତପୁର ଅଞ୍ଚଳର ଉଠାଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ଜଗତପୁର ଗୋଲେଇଛକ ସ୍ଥିତ "ଶ୍ରୀରାମ କୁଟୀର ମଠ’ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା,…

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ [caption id="attachment_3697" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ କଟକ ଜଗତପୁର ଗ୍ରାମ ଗୋପୀନାଥଜୀଉ ମନ୍ଦିର ନିକଟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ପରିବେଶ ସମିତି ସଂଯୋଜକ ଅର୍ଜୁନ ବିଶ୍ୱାଳ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଭୁବନେଶ୍ୱର(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀ । କଟକରୁ ସୁଦୂର ବିଲାତ ଏବଂ ପୁନଃ ଭାରତ ଫେରି ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିବାର ଦୁର୍ବାର ଯାତ୍ରାପଥ କେତେ ଯେ କଣ୍ଟକିତ ଥିଲା ତାହା ଅକଳନୀୟ । ଦେଶକୁ…

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ପୌରାଞ୍ଚଳରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ‘ଜାଗା ସମ୍ପର୍କ’ ଭଳି ଏକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଚୌଦ୍ୱାର ପୌରପାଳିକା ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ

ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ [caption id="attachment_3685" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଙ୍ଗ କରାଯାଇଛି । ରୋଗୀର ଯେଭଳି କୌଣସି ଅସୁବିଧା ନହୁଏ ସେଥିଲାଗି ଏସସିବିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପୁଲିସ ଏସ୍କର୍ଟରେ ଗ୍ରୀନ କରିଡର କରାଯାଇଥିଲା । ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଥିଲା । ଏୟାର ଆମ୍ବୁଲାନ୍ସରେ…

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ [caption id="attachment_3682" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ନକଲି ସାମଗ୍ରୀ ତିଆରିର ପେଣ୍ଠସ୍ଥଳ ପାଲଟିଛି କଟକ । କଟକ ସହର ହେଉବା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସବୁଆଡେ ତିଆରି ଚାଲିଛି କିଛିନା କିଛି ନକଲି ତଥା ଭେଜାଲ ସାମଗ୍ରୀ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ଓ ଘରତିଆରି ସାମଗ୍ରୀ; ସେ…

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ [caption id="attachment_3679" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ…

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ କଟକ(ଏନ୍‌.ଏମ୍‌.): ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷାଶୁଆ ‘କୋକୋ’କୁ ତା’ର ପାଳନକର୍ତ୍ତୀଙ୍କୁ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟର ସାତଜଣ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ‘ଅସମ୍ବେଦନଶୀଳ’ ବୋଲି ଦର୍ଶାଇ ଶିକ୍ଷାବିତ୍‍ମାନେ ଲେଖିଛନ୍ତି ଯେ, ଆଇନର ଦ୍ୱାହିଦେଇ ଅମାନୁଷିକ କାମ କରିବା…

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ହେଉଛି ଏକ ଖାଦ୍ୟପ୍ରିୟ ଦେଶ , ଏହି ଦେଶର ଏକ ଏପରି ଖାଦ୍ୟପେୟ ସଂସ୍ଥା ରହିଛି ଯାହା ବିଗତ ୧୦୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ମନରେ ଏକ ନୂଆ ଧାରଣ ଜନ୍ମେଇଛ ଯେ ଭଲ ଖାଇବା ଦେଲେ ଭଲ ସମ୍ପର୍କ ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ଭାବରେ ଆଗକୁ ବଢ଼ିଥାଏ ବୋଲି କରିମ ରେଷ୍ଟୁରାଣ୍ଟର…

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି…

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଣାର୍କ ସ୍ଥିତ ମଙ୍ଗୁଳେଶ୍ୱର ମହାଦେବଙ୍କ ପୀଠରେ ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ କୋଣାର୍କ ସମାଜ ପ୍ରତିନିଧି ଧନଞ୍ଜୟ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ବିଶ୍ୱଜିତ…

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ [caption id="attachment_3663" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର…

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ କଟକ(ଏନ୍‌.ଏମ୍‌.): ରାଜ୍ୟରେ ରକ୍ତ ଅଭାବ ଯୋଗୁଁ କାହାରି ପ୍ରାଣ ନଯାଉ । ଏହି ଚିନ୍ତାଧାରା ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜୀବନବିନ୍ଦୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ହଜାର ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ଶହଶହ ଲୋକଙ୍କ ଚିକିତ୍ସାକ୍ଷେତ୍ରରେ ରକ୍ତର ଅଭାବକୁ ଦୂର କରାଯାଇ ପାରିଛି ।…

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା [caption id="attachment_3655" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଢେଙ୍କାନାଳ (ଏନ୍‌.ଏମ୍‌.): ଏବେ ଆରମ୍ଭ ହୋଇଯାଇଛି ବନ୍ୟ ଜନ୍ତୁଙ୍କ ସହ ମଣିଷଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ । ନିଜେ ନିଜର ଜୀବନ ବଞ୍ଚାଇବା ପାଇଁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏହି ଯୁଦ୍ଧ । କେଉଁଠି ବନ୍ୟଜନ୍ତୁ ବଳି ପଡ଼ି…

ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା

ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା [caption id="attachment_3450" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ବିରୋଧ କରି ଜନତା ଓ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟରେ ପୃଥକ ଭାବେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ପୁଲିସର ଲାଠିଚାଳନାରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ [caption id="attachment_3650" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଜୋରଦାର ଚାଲିଛି । ଜିଲ୍ଲାପରିଷଦ ଜୋନ ସଦସ୍ୟମାନନେ ବିଭିନ୍ନ ଦଳରୁ ଟିକେଟ ନେଇ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ଼ସଦସ୍ୟମାନେ ପରୋକ୍ଷରେ ବିଭିନ୍ନ ଦଳୀୟ ସମର୍ଥନ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହି ପରିପେକ୍ଷୀରେ…

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ : ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ : ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କରୋନା ବା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ହେଉ ଏହାର ସଂକ୍ରମଣ କିଭଳି…