ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର [caption id="attachment_4214" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ କରାଯାଉଛି । ବିଶାଳ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି…

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ ଜଗତପୁର(ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ସରଗରମ ହେଉଛି । ବିଶେଷ କରି ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳର ହାତରେ ଥିବା ଏହି ୱାର୍ଡ଼ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶେଷ…

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ [caption id="attachment_4207" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ସାଧାରଣ ଅଧିବେଶ ସ୍ଥାନୀୟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଶିଶିର କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ବରିଷ୍ଠ…

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର
Slider ପପୁଲାର ନିଓଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର କଟକ(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ମୋଟ ୬ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥି ମଧ୍ୟରୁ ବିଜେଡି, ବିଜେପି, କଂଗ୍ରେସ ଓ ୩ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରଚାର ଟକ୍କର ଆରମ୍ଭ ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଶାସକ ଦଳ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ…

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ [caption id="attachment_4199" align="alignnone" width="300"] Photo by I&PR Odisha[/caption] ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍‌.ଏ.ସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରୋକ୍ତ…

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି

[caption id="attachment_4176" align="alignnone" width="300"] Advertisement[/caption] ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି…

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ [caption id="attachment_4190" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ଶିଶୁ ପୁତ୍ରର ଅବସ୍ଥା ଦିନକୁ ଦିନ ବିଗିଡ଼ି ଯାଉଥିବାବେଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ କୁନି ପିଲାଟିର ଚିକିତ୍ସା ନିମନ୍ତେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତା…

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା [caption id="attachment_4181" align="alignnone" width="300"] ଫଟୋ: କାହ୍ନୁଚରଣ ପଣ୍ଡା (ଜଗତପୁର)[/caption] ଜଗତପୁର (ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଚି । ଏହି ପରିପେକ୍ଷୀରେ ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ ସ୍ଥିତ ନିମପୁର କୃଷ୍ଣେଶ୍ୱର ଦୋଳ ସଭା ମଣ୍ଡପ ଓ ୪୯ନମ୍ବର ୱାର୍ଡର ତ୍ରୀନାଥ ସାହି ଆଦିବାସି ବସ୍ତି…

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ

[caption id="attachment_4176" align="alignnone" width="300"] Advertisement[/caption] ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ ଭୁବନେଶ୍ୱର(ଏନ୍‌.ଏମ୍‌.) : ତ୍ରିସ୍ତରୀୟ ନିର୍ବାଚନ ପରେ ଆୟୁକ୍ତଙ୍କ ନିର୍ଦ୍ଦେଶାନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥର ବିଜେଡି ହାତରେ ରହିଛି ସମସ୍ତ ଜିଲ୍ଲପରିଷଦ ଅଧ୍ୟକ୍ଷ ଆସନ । ସୂଚନା ଅନୁଯାୟୀ, ଅନୁଗୋଳ- ବବିତା ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି),…

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି

[caption id="attachment_4176" align="alignnone" width="300"] Advertisement[/caption] କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମେନାଭାବ ପ୍ରଦଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର…

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ କଟକ(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖଣି ଉତ୍ତୋଳନ ମାମଲାର ଶୁଣାଣିକରି ମାନ୍ୟବର ହାଇକୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବାଦାମପାହାଡ଼ ଗ୍ରାମର ଏସ୍‌.କେ.ସାଜିଦ୍ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ମୁଖ୍ୟ ବିଚାରପତି ଡ.ଏସ୍‌. ମୁରଲୀଧର ଏବଂ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ…

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ [caption id="attachment_4168" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା…

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା [caption id="attachment_4165" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା, ପାତର ଅନ୍ତର ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ତରରେ ଚର୍ଚ୍ଚା ଆଲୋଚନା ବିଫଳ ହେବା ପରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ…

ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା

ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା [caption id="attachment_4162" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.):ଯାତ୍ରା ଜଗତର ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ କଟକ ବଡ଼ ମେଡ଼ିକାଲ(ଏସସିବି) ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ଅସୁସ୍ଥ ଶ୍ରୀ ପାଢୀଙ୍କୁ ଭେଟିଛନ୍ତି ଯାତ୍ରା ଟାଇଗର ଭାବେ ପରିଚିତ ଦୈତାରୀ ପଣ୍ଡା । ଶ୍ରୀ ପଣ୍ଡା ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ…

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି ଭୁବନେଶ୍ୱର(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ-ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି-ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ମାର୍ଚ୍ଚ…

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା [caption id="attachment_4155" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): ପୂର୍ବତନ ରାଜ୍ୟ ଯୁବ ଜନତା ଦଳର ସାଧାରଣ ସଂପାଦକ ଅଶି ଦଶକର ଲଢୁଆ ଛାତ୍ର ନେତା ଆଇନଜୀବୀ ସତ୍ୟ ମହାନ୍ତି ଏବଂ କଟକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଫିରୋଜ ଖୁଣ୍ଟିଆ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେଲଟର ଛକ ସ୍ଥିତ…

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ : ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ : ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର କଟକ(ଏନ୍‌.ଏମ୍‌.): ସିଏମସି ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ତେବେ ୫୯ଟି ୱାର୍ଡ଼ ବିଶିଷ୍ଟ କଟକ ମହାନଗର ନିଗମରେ ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଶେଷ କରି ବିଭିନ୍ନ ଦଳରୁ ଟିକେଟ ପାଇବା ପାଇଁ…

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର [caption id="attachment_4145" align="alignnone" width="300"] ରିପୋର୍ଟ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ପୌର ନିର୍ବାଚନ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ [caption id="attachment_4138" align="alignnone" width="300"] ଫଟୋ- ଚନ୍ଦନ[/caption] କଟକ (ଏନ.ଏମ୍‌.): ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସଇଦାନୀବଗିଚା ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟ ପରିସରରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ପୌରହିତ୍ୟ କରି ଆଗାମୀ…

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ଆସନ୍ତା ୨୪ତାରିଖରେ ହେବାକୁ ଥିବା କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲ୍‌ଟି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷା ପଦବୀ ପାଇଁ ୫ଜଣ ଓ ୨୧ଟି ୱାର୍ଡ କାଉନ୍‌ସିଲର ପଦବୀ ପାଇଁ ମୋଟି ୯୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଶେଷ ଦିନରେ ମ୍ୟୁନିସ୍‌ପାଲ୍‌ଟି କାର୍ଯ୍ୟାଳୟରେ ବେଶ…