‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ [caption id="attachment_5049" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି…

ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା

ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା [caption id="attachment_5045" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟଚାଲିଥିବାବେଳେ ଏହି କାର୍ଯ୍ୟ କିଭଳି ଚାଲିଛି ସେ ନେଇ ଆଜି ମେୟର ସୁବାସ ସିଂହ ୬ଟି ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ସିଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଶେଷ କରି ମେୟର ଜାତୀୟ ରାଜପଥ…

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଆଜି ମାରାଥନ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ଼, ୨୪ ନମ୍ବର ୱାର୍ଡ଼, ୩୩ ନମ୍ବର ୱାର୍ଡ଼, ୪୦ନମ୍ବର ୱାର୍ଡ଼ ଓ ୫୩ ନମ୍ବର ୱାର୍ଡ଼ରେ ଥିବା ବସ୍ତିମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାଗାମିଶନ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ…

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାମଲୀଳା ଭଳି ଲୋକ କଳା ବୁଡ଼ିବାକୁ ବସିଥିବାବେଳେ ସଂସ୍କୃତିର ସହର କଟକରେ ଏହାକୁ ବଞ୍ଚାଇ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର କୋଣ ଅନୁକୋଣରେ ବହୁଳ ପ୍ରସାରିତ ହେଉଥିବା ରାମଲୀଳା ଏବେ ବନ୍ଦ ହେବାକୁ ବସିଥିବାବେଳେ କଟକ ସହରରେ ଏହାର ପ୍ରଚାର ପ୍ରସାର ପାଇଁ ବହୁ କମିଟି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେହିଭଳି…

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅଧିନ ପାଇକପଡା ପାଟଣାରେ ଏକ ବଧୂହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ ମିଶି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ନିହାରିକା ସେଠି(୩୨), ସ୍ୱାମୀ ଅଶୋକ ସେଠି । ସ୍ୱାମୀ…

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ [caption id="attachment_5030" align="alignnone" width="300"] ରମେଶ ମହାନ୍ତିଙ୍କ ରିପୋର୍ଟ (ଜଗତସିଂହପୁର)[/caption] ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର କୋର୍ଟ ସମ୍ମୁଖ ରାଜୀବଗାନ୍ଧୀ ପାର୍କ ପରିସରରେ ଥିବା ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ପାରୁଲ୍ ପଟୱାରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ…

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ [caption id="attachment_5026" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଯୋଜନା ମାଳ ହେଲେ କାମ ଦୁର୍ବଳ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ କଟକ ସହରରେ ଟ୍ରାଫିକ ସମସ୍ୟାର ସୁଧାର ପାଇଁ ବୁଲା ଗୋରୁ ଓ ବୁଲା କୁକୁରଙ୍କୁ ଟାର୍ଗେଟ କରାଯାଇଥିଲା । ଗୋରୁମାନଙ୍କୁ ଧରି…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି ୧ରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି କଟକ(ଏନ୍‌.ଏମ୍‌.): ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଶେଷରେ ରାଜ୍ୟ ସରକାର ଦର୍ଶକଙ୍କ ଲାଗି ଅନୁମତି ଦେଇଛନ୍ତି । ବିସିସିଆଇ ଦର୍ଶକଙ୍କ ମଧ୍ୟରେ ମ୍ୟାଚ୍ ହେବା ପାଇଁ ସବୁଜ ସଂକେତ ଦେବା ପରେ ରାଜ୍ୟ ସରକାରଙ୍କ ଅନୁମତି ଅପେକ୍ଷା କରି ବାକୁ ପଡ଼ିଥିଲା । ରାଜ୍ୟ…

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨ ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ ପ୍ରମୁଖ ଯୋଗଦେଇ…

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର [caption id="attachment_5017" align="alignnone" width="273"] News & Photo From Kanhu Charan Panda, Jagatpur[/caption] ଜଗତପୁର (ଏନ୍‌.ଏମ୍‌.): ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଏସବୁ ଦିଗହରା ହେଉଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଜନହିତକର ଯୋଜନାରୁ ହିତାଧିକାରୀଙ୍କ ବଞ୍ôଚତ କରାଯାଉଥିବା ଭଳି ସଂଗୀନ ଅଭିଯୋଗ…

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକ ଚଣ୍ଡୀ ମନ୍ଦିରର ବିକାଶ ନିମନ୍ତେ ଆଜି ରାଜ୍ୟସରକାର ୭୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ମନ୍ଦିରର ଚତୁଃପାର୍ଶ୍ୱରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ…

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ [caption id="attachment_5003" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌): କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ମହାନଦୀ ବ୍ୟାରେଜ ମୁଣ୍ଡରେ ମୌନ ଧାରଣା ଦେଇଛନ୍ତି । ସୂଚନା ଥାଉ କି ବ୍ୟାରେଜ ପୋଲର ମରାମତି ପାଇଁ ଓ ନିମପୁର ନୂତନ ବସ୍ତିର ସୁରକ୍ଷା ଦୃଷ୍ଟିରୁ ନଦୀକୂଳ ପଥର ପ୍ୟାକିଙ୍ଗ ଏବଂ…

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର କୁଏତ(ଏଜେନ୍ସି): ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘ ଓ ବାଦର ଅଲ ସାମା ମେଡିକାଲରେ, ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା, ଯକୃତ ସ୍କ୍ରିନିଂ(ଏସଜିପିଟି), କିଡନୀ ସ୍କ୍ରିନିଂ (କ୍ରିଏଟିନାଇନ୍‌) ଏବଂ ସାଧାରଣ ଡାକ୍ତରଙ୍କ ପରାମର୍ଶ ବିନା ମୂଲ୍ୟରେ ଚିକିତ୍ସା କରାଯାଇଛି । ଏହି…

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ [caption id="attachment_4995" align="alignnone" width="300"] Photo By I&PR Odisha[/caption] କେନ୍ଦ୍ରାପଡା/ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏହାକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା…

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.) : ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମଇ ମାସ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ…

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ ତିର୍ତ୍ତୋଲ(ଏନ୍‌.ଏମ୍‌.): ତିର୍ତ୍ତୋଲ ଅଞ୍ଚଳରେ ଲେଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲେଟେରାମାନେ ନିର୍ଭୟ ହୋଇ ତିର୍ତ୍ତୋଲ ବଜାର ସ୍ଥିତ ଜଣେ ଅଧ୍ୟାପକଙ୍କ ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲେଇ ଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ସୁଚନାନୂଯାୟୀ ତିର୍ତ୍ତୋଲ ଥାନା ନିକଟସ୍ଥ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର ତିର୍ତ୍ତୋଲ…

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି ଜଗତପୁର (ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା ଅବହେଳା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କାଳ ହୋଇଛି । ସିଏମସି ପ୍ରତି ୱାର୍ଡରେ ପିଇବା ପାଇଁ ଭଲ ପାଣି, ଭଲ…

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ? ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଅମୃତ ଯୋଜନା ମାଧ୍ୟମରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଦିଗହରା ହେବାରେ ଲାଗିଛି । ଏହି ଯୋଜନା ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ ବିଛା ଯାଇଥିଲେ ମଧ୍ୟ ଜନସାଧାରଣଙ୍କୁ ଏଯାଏ ପାନୀୟଜଳ ଯୋଗାଣ…

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ [caption id="attachment_4970" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ବିଡ଼ାନାସୀ କୃଷକ ବଜାର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଞ୍ଚଳ ଲୋକେ ସେପଟେ ଯିବା ବେଳେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ଥାନାକୁ ଖବର ଦିଆଯିବା ପରେ ସ୍ଥାନୀୟ ବିଡାନାସୀ ପୁଲିସ…

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ [caption id="attachment_4966" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‍.ଏମ୍‍.): କରୋନା ସଂକ୍ରମଣ ଲାଗି କଟକ ବଡ଼ମେଡ଼ିକାଲ(ଏସସିବି)ରେ ଅସ୍ତ୍ରୋପଚାର ବନ୍ଦ ହୋଇ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଏସସିବିରେ ପୁଣି ଏକ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମ…