ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ [caption id="attachment_5345" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ…

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ [caption id="attachment_5342" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଗୋଟିଏ କୁମ୍ଭୀର ମହାନଦୀରେ ବୁଲୁଥିବାବେଳେ ଏହା ବିରୂପାନଦୀର ଜଗତପୁର ଠାରୁ ଉଦ୍ଧାର କରାଯାଇଥିଲା । ତେବେ ଏହି କୁମ୍ଭୀର ଦେହରେ କିଛି ବୈଦୂତିକ ଯନ୍ତ୍ରପାତି (ଡିଭାଇସ) ଲାଗିଥିବାରୁ ଏହି କୁମ୍ଭୀରକୁ ନେଇ ବନ ବିଭାଗ…

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ [caption id="attachment_5338" align="alignnone" width="300"] News by Maheswar Behera (Athagarh)[/caption] ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଳତୀଠାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଓବିସି ଜାତିବର୍ଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା…

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି [caption id="attachment_5334" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର (ଏନ୍‌.ଏମ୍‌.): ଯେତେ ଯାହା କଲେ ମଧ୍ୟ ଜଗତପୁରପ୍ରତି ସିଏମସିର ବୈମାତୃକ ମନୋଭାବ ହ୍ରାସ ପାଇ ନାହିଁ । ବର୍ଷ ବର୍ଷ ଧରି ସିଏମସିର ୪୮ ଓ ୪୯ ନମ୍ବର ୱାର୍ଡ଼ରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସିଏମସି କର୍ତ୍ତୃପକ୍ଷ…

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ [caption id="attachment_5331" align="alignnone" width="278"] News by Ajit Kumar Mallick (Konark, Puri)[/caption] କୋଣାର୍କ/ପୁରୀ(ଏନ୍‌.ଏମ୍‌.): ସାରା ବିଶ୍ୱରେ ଏବେ ନିଜର ପରିଚୟ ସୃଷ୍ଟିକରିବାରେ ଲାଗିଛି ଓଡ଼ିଆ ପୁଅ । ବିଦେଶରେ ବାଣିଜ୍ୟ କାରବାର କ୍ଷେତ୍ରରେ ନୌବାଣିଜ୍ୟକୁ ନେଇ ଏହି ଓଡ଼ିଆ ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରି…

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ [caption id="attachment_5327" align="alignnone" width="300"] News by Rajendra Pradhan (CTC)[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ଼ ଯୋବ୍ରା ମାଟିଆମଙ୍ଗଳା ଛକ ନିକଟରେ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ…

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ [caption id="attachment_5321" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ.ଏମ) : ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ପକ୍ଷରୁ ଏହାର ୯ତମ ଦରକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାଟୋ ପିଜିଡିଏମ୍ ୨୦୧୯-୨୧ ଏବଂ ପିଜିଡିଏମ୍ ୨୦୧୮-୨୧ ବ୍ୟାଚ ସ୍ନାତକୋତ୍ତର ଛାତ୍ରମାନଙ୍କୁ ନେଷ୍ଟଲେ ଇଣ୍ଡିଆ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ…

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ [caption id="attachment_5318" align="alignnone" width="300"] News by Kanhucharan Panda (Jagatpur)[/caption] ଜଗତପୁର(ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି. ରୋଡରେ ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମକ୍ରମେ ମୋ ବସ ସେବା ଆଜି ଠାରୁ ଆରମ୍ଭ ହୋଇଛି । ଏହି ସେବା ବିଜୁ ପଟ୍ଟନାୟକ…

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ [caption id="attachment_5314" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‍.ଏମ୍‍.): ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସେ ସବୁ ବାଟମାରଣା ହୋଇଯାଉଛି । ଫଳରେ ସରକାରୀ ଯୋଜନା ଚାଷୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ଏହାର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ…

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ
Slider ଅପରାଧ କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ [caption id="attachment_5309" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଏବେ ଶଙ୍କଟରେ ଗଜରାଜ । ଗୋଟିଏ ପଟେ ମଣିଷ ଜଙ୍ଗଲ ଭିତରକୁ ଧସେଇ ପଶିବା ଯୋଗୁଁ ବନ୍ୟଜନ୍ତୁ ବାସହରା ବେସାହାରା ହୋଇପଡ଼ିଛନ୍ତି । ଦିନକୁ ଦିନ ଘଞ୍ଚ ଅରଣ୍ୟ ପାଲଟି ଯାଉଛି କଂକ୍ରିଟ ଜଙ୍ଗଲ ଆଉ ବିକାଶର ସ୍ମାରକୀ କଳକାରଖାନା । ଏଥିରେ ଅତିଶୟ ବନ୍ୟଜନ୍ତୁ…

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ [caption id="attachment_5306" align="alignnone" width="300"] News bu Biswajit Dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟୁତ ବିଭାଗ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାବେଳେ ନିଜ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି…

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ [caption id="attachment_5303" align="alignnone" width="300"] News by Amruta Kumar Nanda (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍‌-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଏକ ପୁରସ୍କାର ଲାଭ କରିଛି । ଗତ ମେ…

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପୁରୀ ପୌରସଦନ ବର୍ଦ୍ଧିତ ଦରକୁ ବିରୋଧ ପୁରୀ(ଏନ୍‌.ଏମ୍‌.): ଦୀର୍ଘଦିନ ଧରି ପୁରୀରେ ପୌରପାଳିକା ନିର୍ବାଚନ ନହେବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚିତ ଲୋକପ୍ରତିନିଧି ନଥିବାଯୋଗୁଁ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ । ଅନ୍ୟପକ୍ଷରେ ଲୋକପ୍ରତିନିଧି ନଥିବା ସୁଯୋଗ ନେଇ ଅଫିସରରାଜ ଚାଲିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୌରପାଳିକାରେ…

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ [caption id="attachment_5296" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): ସମ୍ପ୍ରତି ନଦୀବନ୍ଧଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି । ଏଥି ପାଇଁ ନଦୀକୂଳିଆ ଜନସାଧାରଣ ଆତଙ୍କିତ ରହିଛନ୍ତି । ବିଶେଷ କରି ବିରୂପା ନଦୀବନ୍ଧ ଅବସ୍ଥା କହିଲେ ନସରେ । ଦୀର୍ଘ ବର୍ଷ ଧରି ଏହି ନଦୀର ବନ୍ଧଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାର…

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ ! ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଳକ୍ ଠାରେ ବିଦ୍ୟୁତ ବିଭାଗର କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜୟନ୍ତ ଦାସ ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜୟନ୍ତ ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳର ବିଦ୍ୟୁତ ବିଭାଗରେ କାମ କରନ୍ତି । ସେ ଆଜି ଲାଇନ ସର୍ଟଡାଉନ କରି କାମ କରୁଥିବାବେଳେ…

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ [caption id="attachment_5288" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫ଟି, କଟକ ଜିଲ୍ଲାରେ ୧୩୫ଟି, କଳାହାଣ୍ଡି ୧୦୦ଟି, ଝାରସୁଗୁଡ଼ା ଜିଲ୍ଲାର ୭୦ଟି ଓ ବରଗଡ଼ ଜିଲ୍ଲାର ୯୦ଟି ସରକାରୀ ଉଚ୍ଚବିଦ୍ୟାଳୟର ଉନ୍ନତିକରଣ କରାଯିବା ପାଇଁ…

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ [caption id="attachment_5284" align="alignnone" width="300"] News by Smrutiranja Tripathy (Ctc)[/caption] କଟକ(ଏନ୍‌.ଏମ୍‌.): କଟକ ବକ୍ସି ବଜାରସ୍ଥିତ ମେଲଭିନ୍ ଜୋନ୍‌ସ ଚକ୍ଷୁ ଚିକିତ୍ସାଳୟରେ ନୂତନଭାବେ ଦୃଷ୍ଟି ପଟଳ (ରେଟିନା) ବିଭାଗ ଖୋଲିଛି । ଆୟୋଜିତ ଉତ୍ସବରେ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବିଭାଗକୁ ଉଦଘାଟନ କରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ୨୫…

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ [caption id="attachment_5281" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‌.ଏମ୍‌.): ସମବାୟ ସମିତି ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅତୀତରେ ଅନେକ ଦୁର୍ନୀତି କରିଥିଲେ ମଧ୍ୟ କିଛି ରାଜନୈତିକ ଦଳର ଛତ୍ରଛାୟାତଳେ ଏମାନେ ବାରମ୍ବାର ନିର୍ବାଚିତ ହେବା ଘଟଣାକୁ…

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ [caption id="attachment_5278" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର(ଏନ.ଏମ୍‌.): ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ନିଶା କାରବାର । କମିଶନରେଟ ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢ଼ାଉ ସତ୍ତ୍ୱେ ବି ନିଶା ବେପାରୀଙ୍କ କାରବାର ବୃଦ୍ଧି ବିଭାଗର ମୁଣ୍ଡବିନ୍ଧାକୁ ବଢ଼ାଇ ଦେଇଛି । ଇତି ମଧ୍ୟ କଟକ ଭୁବନେଶ୍ୱର…

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ [caption id="attachment_5272" align="alignnone" width="300"] News by Dillip Muduli (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତଟ ରେଳପଥ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସେମାନଙ୍କ ତରଫରୁ ନିଜେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ନିବେଦନ କରିଛନ୍ତି ।…