ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି କର୍ପୋରେଟର ନଳିନୀ ବେହେରା
ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି କର୍ପୋରେଟର ନଳିନୀ ବେହେରା [caption id="attachment_5506" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର (ଏନ୍.ଏମ୍.): ବର୍ଷାକୁ ଦୃଷ୍ଟିରେ ରଖି ଏବେ କଟକ ସହରରେ ଜଳନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ କିଭଳି ଜନସାଧାରଣ ଜଳବନ୍ଦୀ ସମସ୍ୟା ନଭୋଗିବେ ସେନେଇ ସ୍ଥାନୀୟ…




















