ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ

କଟକ(ଏନ୍.ଏମ୍.): ଓଡ଼ିଶାର ପ୍ରଥମ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ ସମ୍ପାଦିତ କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷଙ୍କ ଲୋକାର୍ପିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ଏହି ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ ସମସ୍ୟା ଏହାର ସମାଧାନ ଉପରେ ଉପଯୁକ୍ତ ଗବେଷଣା, କୃଷକମାନଙ୍କୁ ନେଇ ଆଲୋଚନାଚକ୍ର, ପ୍ରଶିକ୍ଷଣ ଶିବିର, ବିଭିନ୍ନ କୃଷି ଗବେଷକମାନଙ୍କର ଉପାଦେୟ…

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା

କଟକ(ଏନ୍.ଏମ୍.): କଟକ ସହରରେ ଠିକ୍ଭାବେ ନାଳନର୍ଦ୍ଦମା ସଫେଇ ତଥା ପଙ୍କୋଦ୍ଧାର ନହେଉଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ସହରର ମୁଖ୍ୟନର୍ଦ୍ଦମାରେ ବକ୍ସଡ୍ରେନ ନିର୍ମାଣ ଅଧାପନ୍ତରିଆ ଭାବେ ହୋଇଥିବା ଯୋଗୁଁ ଡ୍ରେନର ବିଭିନ୍ନ ସ୍ଥାନରେ ଆବର୍ଜନା…

ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ତଉତେ ଗୁଜରାଟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତଉତେ ସମ୍ପ୍ରତି ଅବପାତର ରୂପ ନେଇ ସାରିବା ପରେ ଦକ୍ଷିଣ ରାଜସ୍ଥାନ ଓ ଗୁଜରାଟରେ ସମାନ୍ତରଳ ଭାବେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ଦୁର୍ବଳ ହୋଇସାରିଥିଲେ ମଧ୍ୟ ଅବପାତ ପ୍ରଭାବରେ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷାର…

ଆଇଏମଡିର ସୂଚନା: ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଇଏମଡିର ସୂଚନା: ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ମେ ମାସ ୨୬ତାରିଖ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପୁଣି ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏ ନେଇ ଆଇଏମଡି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସମ୍ପର୍କରେ ସୂଚନା ଦିଆଯାଇଛି । ଏବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ଆଇଏମଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ…

କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଟକ (ଏନ୍.ଏମ୍.): କରୋନା ମହାମାରୀରେ ପିଡିତ ହେଉଥିବା ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇ ଦେବା ପାଇଁ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୈାଧୁରୀଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଦୁଇଟିି ନିଶ୍ଳକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି କଂଗ୍ରେସର ମୁଖପାତ୍ର ତଥା ସାମ୍ବାଦିକ ସତ୍ୟପ୍ରକାଶ ନାୟକ ।  ସମଗ୍ର କଟକ ଜିଲ୍ଲାର ସମସ୍ତ ନାଗରିକମାନେ…

ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ

କଟକ (ଏନ୍.ଏମ୍.):  କଟକ ସହରରେ  କୋଭିଡ ପରିଚାଳନା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଣିକି ସ୍ୱତନ୍ତ୍ର ଗାଡିରେ ଘର ଘର ବୁଲି  କରୋନା ଟିକା କରଣ ଏବଂ କରୋନା ପରୀକ୍ଷା  କରାଯିବ । ୭୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟିକା କରଣ ଏବଂ କରୋନା ପରୀକ୍ଷା ପାଇଁ ସିଏମସି ପକ୍ଷରୁ ପୃଥକ ଭାବେ ୨ଟି ଫୋନ ନମ୍ବର ଜାରି…

ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ନରସିଂହପୁର (ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳ ଗୋପପୁର ସନ୍ନିକଟ ବାସୁଦେବ ହାଇସ୍କୁଲ ପଛ ପାଖରେ ଆଜି ପ୍ରତ୍ୟୁଷରୁ ପାଣି ପିଇବା ପାଇଁ ଏକ ପାଞ୍ଚ ବର୍ଷର ହରିଣ ଛୁଆ ଗୋପପୁର ଗାଁ ଆଡ଼କୁ ଆସୁଥିବା ବେଳେ ଦୃଭାଗ୍ୟ ବଶତଃ ପାଞ୍ଚ ଛ ଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଠା କରି ନିକଟରେ ଥିବା ଲୋକମାନଙ୍କ ପାଖ କୁ ଦୌଡ଼ିବାକୁ…

ଦିଲ୍ଲୀ ସରକାରଙ୍କ ଘୋଷଣା : କରୋନା ମୃତ୍ୟୁ ପରିବାରଙ୍କୁ ମିଳିବ ୫୦ହଜାର ଟଙ୍କାର ଆର୍ଥିକ ସହାୟତା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ଦିଲ୍ଲୀ ସରକାରଙ୍କ ଘୋଷଣା : କରୋନା ମୃତ୍ୟୁ ପରିବାରଙ୍କୁ ମିଳିବ ୫୦ହଜାର ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଜନସାଧଣଙ୍କ ମଧ୍ୟରୁ ଯଦି କାହାରି କରୋନା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ସହିତ ତାଙ୍କ ପରିବାରକୁ ମାସିକ ୨ହଜାର ୫ଶହ ଟଙ୍କାର ଭତ୍ତା ଦିଆଯିବ । ପୁନଶ୍ଚ ଯେଉଁ ନାବାଳକ-ନାବାଳିକାଙ୍କ ପିତାମାତାଙ୍କ କରୋନାଜନିତ ମୃତ୍ୟୁ ହୁଏ ଓ…

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ…

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ

କଟକ(ଏନ୍‌.ଏମ୍‌.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।…

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ…

ପବିତ୍ର ଅକ୍ଷୟ ତୃତୀୟାର ହାର୍ଦ୍ଧିକ ଅଭିନନ୍ଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ପବିତ୍ର ଅକ୍ଷୟ ତୃତୀୟାର ହାର୍ଦ୍ଧିକ ଅଭିନନ୍ଦନ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାଠକ ପାଠିକାମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ନିଷ୍କର୍ଷ ମିଡ଼ିଆ ଆରମ୍ଭ କରିଛି ଡିଜିଟାଲ ପ୍ଲାଟଫର୍ମ ଏଥିରେ ଆପଣମାନେ ପାଇ ପାରିବେ ୨୪ଘଣ୍ଟିଆ ତାଜା ଖବର, ନିଷ୍କର୍ଷ ସାପ୍ତାହିକ ଖବର କାଗଜ, ୟୁଟୁବ୍ ଚାନେଲ ଓ ଫେସବୁକ ପେଜ ଆପଣଙ୍କୁ ସବୁବେଳେ ତାଜା ଖବର ପହଞ୍ଚାଇବା ଆମ୍ଭର ଲକ୍ଷ୍ୟ । ସର୍ଚ୍ଚ କରନ୍ତୁ nishkarsha.com facebook & youtube : @nishkarsha media ପ୍ରତ୍ୟେକଟି ଖବର…

JEE Main 2021 ପରୀକ୍ଷା ସ୍ଥଗିତ
Slider ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି

JEE Main 2021 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ବିରୋଧୀ ଦଳ ନେତା କିଏ ହେବେ?
Slider ଦେଶ ବିଦେଶ ପପୁଲାର ନିଓଜ ରାଜନୀତି

ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ
Slider ଦେଶ ବିଦେଶ ବ୍ରେକିଙ୍ଗ ନିଉଜ

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ

ୱାଶିଂଟନ: ବିବାହର ୨୭ ବର୍ଷ ପରେ ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆସିଛି ଏହାର ଏକ ନୂଆ ଆଙ୍ଗେଲ। ଏହି ହାଇ ପ୍ରୋଫାଇଲ ବିଚ୍ଛେଦ ପରେ ବିଲ ଗେଟ୍ସଙ୍କ ପୁରୁଣା ପ୍ରେମିକା ଏନ୍‌ ବିନୱେଲ୍ଡଙ୍କ ଉପରେ ପଡ଼ିଛି ସମସ୍ତଙ୍କ ନଜର।

କରୋନାରେ ବୋଲିଓଡ଼  ଅଭିନେତାଙ୍କ ମୃତ୍ୟୁ
Slider ମନୋରଞ୍ଜନ

କରୋନାରେ ବୋଲିଓଡ଼ ଅଭିନେତାଙ୍କ ମୃତ୍ୟୁ

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।…

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ…

ଆଇପିଏଲ ହେଲା ସ୍ଥଗିତ
Slider କ୍ରୀଡା ବ୍ରେକିଙ୍ଗ ନିଉଜ

ଆଇପିଏଲ ହେଲା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ…