ପାଚିଲା ଧାନ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା
ପାଚିଲା ଧାନ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା [caption id="attachment_11663" align="alignnone" width="300"] News by Saroj Kumar Muduli (Khordha)[/caption] #ଖୋର୍ଦ୍ଧା (ଏନ୍.ଏମ୍.): ବର୍ଷଯାକର ପରିଶ୍ରମ ଫସଲକୁ ଜଗିବାକୁ ଯାଇ ପ୍ରାଣ ହରାଇଛନ୍ତି ଦୁଇ କୃଷକ । ଏଭଳି ଦୁଃଖ ପୂର୍ଣ୍ଣ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ…




















