କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ [caption id="attachment_6390" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍.ଏମ୍.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ…
Category: ରାଜ୍ୟ
ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି
ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ [caption id="attachment_6387" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍.ଏମ୍.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ…
ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା
ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା [caption id="attachment_6382" align="alignnone" width="300"] News by Kanhu Charan Panda (Cuttack)[/caption] କଟକ(ଏନ୍.ଏମ୍.): ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଚଳ ଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ହେଲେ ଏହା ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ଉଠିଛି । ସମ୍ପ୍ରତି ପାର୍ବଣ…
ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ
ସରକାରଙ୍କ ସ୍ୱଚ୍ଛତାକୁ ଫୁ... ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ [caption id="attachment_6379" align="alignnone" width="300"] News by Biswajit Dalai (Salepur)[/caption] ନିଶ୍ଚିନ୍ତକୋଇଲି (ଏନ୍.ଏମ୍.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ…
ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା
ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା [caption id="attachment_6376" align="alignnone" width="300"] News by Biswajit Dalai (Salepur)[/caption] ମାହାଙ୍ଗା(ଏନ୍.ଏମ୍.): ଜଣେ ଆନ୍ତଜିଲ୍ଲା ଅପରାଧୀକୁ ଧରିବାକୁ ଯାଇ ପୁଲିସ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଛି । ତେବେ ବହୁ ବାଧାବିଘ୍ନକୁ ମୁକାବିଲା କରି ପୁଲିସ ପ୍ରତିକୂଳ ପରିସ୍ଥିତିରେ ଅପରାଧୀକୁ ଧରିବାକୁ ସଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା…
ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍ଡିଂର ଶିଳାନ୍ୟାସ
ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍ଡିଂର ଶିଳାନ୍ୟାସ [caption id="attachment_6373" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷାଦାନ ନିମନ୍ତେ ଏହାର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି ଏକାଡେମିକ ବିଲ୍ଡିଂର ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମରେ…
ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ [caption id="attachment_6370" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍.ଏମ୍.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…
ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ
ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ [caption id="attachment_6366" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଆଜି ପୂର୍ବାହ୍ନରେ କଟକ ଖାନନଗର ହାଇସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଖାନନଗର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଚାଲିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଶ୍ଚିନ୍ତକୋଇଲି ମଣ୍ଡଳ…
କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ
କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ [caption id="attachment_6362" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍.ଏମ୍.): କଟକ ବିଭିନ୍ନ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ସ୍ୱତନ୍ତ୍ରସ୍ଥାନରେ ଥିବାବେଳେ ନକଲି ମେଡ଼ିସିନ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜଗତପୁର, ମାଲଗୋଦାମ, ଚୌଦ୍ୱାର, ବୟାଳିଶମୌଜା, ବମ୍ଫକୁଦ ଆଦି ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ…
ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ
ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ [caption id="attachment_6359" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଏସସିବି…
ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର
ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର [caption id="attachment_6356" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍.ଏମ୍.): ଆଠଗଡ଼ ଅଞ୍ଚଳରେ ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା କାନାରା ବ୍ୟାଙ୍କ…
ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ
ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ [caption id="attachment_6353" align="alignnone" width="300"] News From Kanhu Charan Panda (Jagatpur)[/caption] ଜଗତପୁର(ଏନ୍.ଏମ୍.): ଜଗତପୁରରେ ଗଣେଶ ମେଲଣ ବେଶ ଧୁମଧାମରେ ପାଳିତ ହୋଇ ଯାଇଛି । ବାଜା, ବାଣ, ରୋଷଣି ସହିତ ବଭିନ୍ନ ରଙ୍ଗ ବେରଙ୍ଗ ଫୋକ୍ସ ଲାଇଟରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତା ଘାଟ…
ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ
ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ [caption id="attachment_6347" align="alignnone" width="300"] News by Smruti Ranjan Tripathy (Choudwar)[/caption] କଟକ (ଏନ୍.ଏମ୍.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଗ୍ରାହାଟସ୍ଥିତ ବୈଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କିଭଳି ଏକଜୁଟ ହୋଇ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟ ଉପରେ…
ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି
ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି [caption id="attachment_6342" align="alignnone" width="300"] News by Allhad Kumar Mohanty (Cuttack)[/caption] କଟକ(ଏନ୍.ଏମ୍.): ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ ।…
୪୮ନମ୍ବର ୱାର୍ଡରେ ବର୍ଷା ଜଳ ନିଷ୍କାସନ ନାଁରେ ତେଲ ହରିଲୁଟ ଅଭିଯୋଗ
୪୮ନମ୍ବର ୱାର୍ଡରେ ବର୍ଷା ଜଳ ନିଷ୍କାସନ ନାଁରେ ତେଲ ହରିଲୁଟ ଅଭିଯୋଗ [caption id="attachment_6338" align="alignnone" width="300"] News by Kanhu Charan Panda (Jagatpur)[/caption] ଜଗତପୁର(ଏନ୍.ଏମ୍.): କଟକ ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡରେ ଜଳ ନିଷ୍କାସନ ନାଁରେ ଆସୁଥିବା ତେଲ(ଡିଜେଲ) ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ଲଗାଣ ବର୍ଷାରେ ସମଗ୍ର କଟକ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ସିଏମସି ମେୟର ବିଭିନ୍ନ ୱାର୍ଡରେ ବର୍ଷାଜଳ ନିଷ୍କାସନ ନହେବା…
ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ
ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ [caption id="attachment_6324" align="alignnone" width="300"] News by Ajit Kumar Mallick (PURI/ KONARK)[/caption] କୋଣାର୍କ/ପୁରୀ (ଏନ୍.ଏମ୍.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର…
ମନୋରମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ପ୍ରତିକୃତି ଉନ୍ମୋଚିତ
ମନୋରମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ପ୍ରତିକୃତି ଉନ୍ମୋଚିତ [caption id="attachment_6333" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍.ଏମ୍.): ସୁସାହିତ୍ୟିକା,କବୟିତ୍ରୀ ଓ ଦୈନିକ ସମାଜର ପୂର୍ବତନ ସମ୍ପାଦିକା ସ୍ୱର୍ଗତ ଅଧ୍ୟାପିକା ମନୋରମା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱର୍ଗୀୟା ମହାପାତ୍ରଙ୍କ ଏକ ପ୍ରତିକୃତି ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ…
କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ
କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି, ତଦନ୍ତ ଚାଲିଛି- ଡିସିପି [caption id="attachment_6330" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍.ଏମ୍.): କଟକରୁ ଜବତ ମେଡିସିନ୍ ନକଲି ଥିବା…
ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ
ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ ବିରତ୍ୱର ଗାଥା ଗାନ କଲେ ସୂର୍ଯ୍ୟକିରଣ ଟିମ News by Smruti Ranjan Tripathy (Bhubaneswar) ଭୁବନେଶ୍ୱର (ଏନ୍.ଏମ୍.): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆ ଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି । ସକାଳ୧୦…
ବଢ଼ୁଛି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା: ବିପଦରେ କୋଣାର୍କ-ପୁରୀ ବେଳାମାର୍ଗ
ବଢ଼ୁଛି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା: ବିପଦରେ କୋଣାର୍କ-ପୁରୀ ବେଳାମାର୍ଗ [caption id="attachment_6321" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍.ଏମ୍.): ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇ କୂଳକୁ ମାଡି ଆସି ବାଲିବନ୍ଧ ଓ ସୁରକ୍ଷା ପ୍ରାଚୀର ଭସାଇ ନେବା ପରେ କୋଣାର୍କ-ପୁରୀ ବେଳାମାର୍ଗ ପ୍ରତି ବିପଦ ସୃଷ୍ଠି କରିଛି । ଅଶାନ୍ତ ସମୁଦ୍ର ଗର୍ଭରୁ…



















