ଏସ୍ସିବି ମେଡିକାଲ ହୃଦ୍ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର
ଏସ୍ସିବି ମେଡିକାଲ ହୃଦ୍ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର [caption id="attachment_6615" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା(ଏସସିବି)ର ସୁନାମ ରହିଛି । ସରକାର ଏସସିବି ମେଡ଼ିକାଲର ଭିତ୍ତିଭୂମିର ବିକାଶ କରାଇବା ପରେ ଏଠାରେ ବହୁ ଜଟିଳ ରୋଗର ଚିକିତ୍ସା ସହଜସାଧ୍ୟ ହୋଇ ପାରିଛି । ତେବେ ଚିକିତ୍ସା କ୍ଷେତ୍ରରେ ଏସସିବିକୁ ଆଉ ଏକ ସଫଳତା ମିଳିଛି । ହୃଦ୍ବକ୍ଷ…




















