ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ
ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ [caption id="attachment_7177" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ପଟେ ବେପରୁଆ ଗାଡ଼ି ଚାଳନା ଆଉ ଗୋଟିଏ ପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦୁର୍ଘଟଣାର ମୂଳକାରଣ ବୋଲି ଜଣାପଡ଼ିଛି…




















