ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ
ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ [caption id="attachment_8154" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର…




















