ଓଏମପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍ଯାପିତ
ଓଏମପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍ଯାପିତ [caption id="attachment_8232" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଓଏମ୍ପି ଗୋର୍ଖା କଲୋନୀ ପଡିଆ ଠାରେ ଓଏମ୍ପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍ଯାପିତ ହୋଇ ଯାଇଅଛି । ଏହି ଉଦଯାପନୀ ଉତ୍ସବରେରେ ଚୌଦ୍ୱାର-କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ୩୮ନମ୍ବର ୱାର୍ଡର ବିଜୁ ଜନତା ଦଳର ସଭାପତି ସତ୍ୟବ୍ରତ ପଟ୍ଟନାୟକ, ୩୮ନମ୍ବର ୱାର୍ଡର…




















