କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ
କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ [caption id="attachment_8449" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକରେ ପୁଣି ଠାବ ହୋଇଛି ନକଲି ଔଷଧ । କଟକରେ ନକଲି ଔଷଧ କାରବାର ପ୍ରଥମ ନହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ । ବାରମ୍ବାର ଯାଞ୍ଚ୍ ସତ୍ତ୍ୱେ ନକଲି ଔଷଧ ବେପାର ଥମିବାର ନାଁ…




















