ମଙ୍ଗୁଳିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରଲର ପଛରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍‌, ୨ ମୃତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଙ୍ଗୁଳିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରଲର ପଛରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍‌, ୨ ମୃତ

ମଙ୍ଗୁଳିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରଲର ପଛରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍‌, ୨ ମୃତ ଚୌଦ୍ୱାର (ଏନ୍‌.ଏମ୍‌.): ଟ୍ରଲର ପଛରେ ପିକ୍‌ଅପ୍ ଭ୍ୟାନ୍ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା କଟକ ଜିଲ୍ଲା ମଙ୍ଗୁଳି ଛକ ନିଟକରେ ଘଟିଛି । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି । ୧୬ନମ୍ବର ଜାତୀୟ ରାଜପଥ ମଙ୍ଗୁଳି…

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଲକଡାଉନ ଅବଧି ଶେଷ ହେବା ପରେ ଆଜି ରାଜ୍ୟସରକାର ଅନଲକ ଘୋଷଣା କରିବା ପରିବର୍ତ୍ତେ ଲକ୍‌ଡାଉନକୁ ଆଂଶିକ କୋହଳ କରିଛନ୍ତି । ଆସନ୍ତା ୧୪ ଦିନ ପାଇଁ ଏହି କୋହଳ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ…

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଏହି ଘଟଣାର ତଦନ୍ତ କରିବ ବୋଲି ପୁଲିସ…

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କଟକ(ଏନ୍‌.ଏମ୍‌): ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଏମସି ୨୦ନମ୍ବର ୱାର୍ଡ଼ସ୍ଥିତ ଲଣ୍ଡାଦେଉଳ ପ୍ରାଙ୍ଗଣରେ ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ପ୍ରାୟ ୩ଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ । ଅଞ୍ଚଳର ସାହେବଜାଦା ବଜାର, ଭାଷାକୋଷ…

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ…

ଲଘୁଚାପ ବର୍ଷା ଜାରି: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲଘୁଚାପ ବର୍ଷା ଜାରି: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଲଘୁଚାପ ବର୍ଷା ଜାରି: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ ଭୁବନେଶ୍ୱର (ଏନ.ଏମ୍‌.): ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ରାଜ୍ୟର ଆଠଟି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସେହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି ।…

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଆଜି ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି । ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ଏହି ଅବସରରେ ଜିଲ୍ଲାପାଳ…

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା କଟକ(ଏନ୍‌.ଏମ୍‌.): କଟକରେ କରୋନା କଟକଣା ମାନୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି । ତେଣୁ ଅମାନିଆଙ୍କୁ ସାବାଡ କରିବା ଲାଗି ସିଏମସି ଓ ସ୍ଥାନୀୟ ଥାନାର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । ସିଏମସି ପକ୍ଷରୁ ଆଜି ପହିଲି ରଜ ନେଇ ବିଭିନ୍ନ ଦୋକାନ ବଜାରରେ ଜନଗହଳି ଦେଖିବାକୁ ମିଳିଥିଲା । ତେଣୁ କୋଭିଡ…

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ଦ୍ୱିତୀୟ ଲହର ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିବାବେଳେ ସେମାନଙ୍କୁ ଭୁଆଁ ବୁଲାଇ ବେଶ ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଅସାଧୁ ଔଷଧ ବ୍ୟବସାୟୀମାନେ ପ୍ରାଣଘାତି ନକଲି ଔଷଧ ବିକ୍ରି କରିବା ଦୁର୍ଭାଗ୍ୟ ଜନକ । ତେବେ ରାଜ୍ୟରେ ନକଲି ଔଷଧ କାରବାର ବଢ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ କଟକରୁ…

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର କଟକ (ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସ୍‌.ସି.ବି)ରେ ଇସିଏମଓ ସ୍ଥାପନ କରିବା ସହ ରାଜ୍ୟରେ ଥିବା ଇସିଏମଓଗୁଡ଼ିକର ଅପରେଟର ବ୍ୟବସ୍ଥା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଡମେଡିକାଲକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୁରୁତର କରୋନା ସଂକ୍ରମିତ ରୋଗୀ ଅସୁଥିବା ବେଳେ ପୂର୍ବ ଭାରତର ରୋଗୀ ମଧ୍ୟ ଏଠାକୁ ଆସିଥାନ୍ତି । କରୋନାର ଦ୍ୱିତୀୟ…

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ କଟକ(ଏନ୍‌.ଏମ୍‌.): ପବିତ୍ର ରଜପର୍ବ ଅବସରରେ ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ ସମ୍ପତି ମୋଡ଼ାଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ସୁଭାସ ଚନ୍ଦ୍ର ସିଂହଙ୍କ ଦ୍ୱାରା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ୱାର୍ଡ଼ରେ ଥିବା ମା’ମାନଙ୍କୁ ନୂତନବସ୍ତ୍ର, ଖାଦ୍ୟ ସାମଗ୍ରୀ, ଶିଶୁଙ୍କୁ ହଗିସ, ମାସ୍କ ଏବଂ ସାନିଟାଇଜର…

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‌ଘାଟନ କରିଛନ୍ତି । ବୁଢ଼ି ଜାଗୁଳାଇ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ କର୍ମକର୍ତ୍ତାମାନେ କରୋନା କଟକଣା ଅନୁପାଳନ ପୂର୍ବକ ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପ୍ରତି…

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍‌ଏମ୍‌): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳର ନୂଆସାହି, ମୁଣ୍ଡା ସାହି, ବିଡାନାସୀ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ ଦୁର୍ଦ୍ଦିନରେ ରହିଥିବା ଜନସାଧାରଣଙ୍କୁ ବିଧାୟକ ଇଂ ମହମ୍ମଦ ମୋକିମ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଉପରୋକ୍ତ…

ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ

ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ମହାମାରୀ ସମୟରେ ଲୋକେ ଜୀବନ ମରଣ ସମସ୍ୟା ମଧ୍ୟରେ ଗତିକରୁଥିବାବେଳେ ଔଷଧ ଏକମାତ୍ର ସାହା ଭରଷା ପାଲଟି ଯାଇଛି । ତେଣୁ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ । ନକଲି ଔଷଧ ବ୍ୟବସାୟରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ…

କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ

କରୋନା କଟକଣାରେ ପାଳନ ହେବ ରଜ ଆରମ୍ଭ ହେଲା ପୂର୍ବର ସଜବାଜ କଟକ(ଏନ୍‌.ଏମ୍‌.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ ଘରେ ପିଠାପଣା ତିଆରି କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ…

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ, କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ, କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର କଟକ(ଏନ୍‌.ଏମ୍‌.): ଲକ୍‌ଡାଉନ ଓ ସଟଡାଉନ ସମୟରେ କଟକ ସହରରେ ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ଗୋଟିଏ ଦିନରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ରାକେଟ ଠାବ ହୋଇଛି । ମାଲଗୋଦାମ ଥାନା ପୁଲିସ ଏକ ହୋଟେଲରେ ଚଢଉ କରି ଜଣେ ଯୁବତୀକୁ ଉଦ୍ଧାର କରିବା ସହ…

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ କଟକ (ଏନ୍‌.ଏମ୍‌.): କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କେଣ୍ଟ୍ରାଲ ସ୍କ୍ୱାଡ ଦ୍ୱାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି । ଏହା ୧୭୦ ପେଟିରେ ୧୭ହଜାର ଟାବଲେଟ ରହିଥିଲା । ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି । କିଛି ପରିମାଣର ନକଲି…

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି…

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କଟକ (ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଜେଲ ୱେଲଫେୟାର ପକ୍ଷରୁ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଟକ ସହରର ବିଭିନ୍ନ ଅଞ୍ଚଳ ସମେତ କଲେଜ ଛକ ଅଞ୍ଚଳରେ ବସବାସ କରୁଥିବା ୭୦ଜଣ କିନ୍ନରମାନଙ୍କୁ ଚାଉଳ, ଚୂଡା, ତେଲ, ଅଟା, ଚିନି, ହରଡ ଡାଲି ଭଳି ବିଭିନ୍ନ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ ଭୁବନେଶ୍ୱର (ଏନ.ଏମ୍‌.): ଦେଶରେ ଗତ ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବୃଦ୍ଧି ପାଇଛି । ତେବେ ଗତ ୫ ମାସ ମଧ୍ୟରେ ୪୩ ଥର ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ଦେଶବାସୀ ନାହିଁ ନଥିବା…