କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଅନାଥ ହୋଇଯାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆଶୀର୍ବାଦ’ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଗତ ୨୦୨୦ ଏପ୍ରିଲ ପହିଲା ବା ତା’ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା,…

କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର

କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର ଭୁବନେଶ୍ୱର(ଏନ୍‍.ଏମ୍‍.): କରୋନା ଯୁଦ୍ଧରେ ଶେଷରେ ହାରିଗଲେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର । ତାଙ୍କର ପରଲୋକଗତ ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତ ହୋଇ ପଡ଼ିଛି ଶୋକାକୂଳ ପରିବେଶ । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । କରୋନା ଆକ୍ରାନ୍ତ ହୋଇ ପାଖାପାଖି ମାସେ ହେବ ଏକ…

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା କଟକ(ଏନ୍‍.ଏମ୍‍.): କ୍ରୀଡା ଭାରତୀ ଉତ୍କଳ ତରଫରୁ ୧୫ ଦିନିଆ ବିଭିନ୍ନ ଖେଳକୁଦ ଉପରେ ଏକ ଭର୍ଚ୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ କ୍ରୀଡା ଭାରତୀ ଉତ୍କଳର ସଭାପତି ଦାମୋଧର ପଧାନୀ ଉଦ୍‍ଘାଟନ କରିଥିଲେ । ଏହି କର୍ମଶାଳାରେ ସାରା ଓଡ଼ିଶାରୁ ଶତାଧିକ ଶାରୀରିକ ଶିକ୍ଷାବିତ୍ ଯୋଗ ଦେଇଥିଲେ । ଅତିଥିବକ୍ତା ଭାବେ ଅସିତ ପାଲ, ଗଙ୍ଗାଧର ବେହେରା, ରାଜନାରାୟଣ…

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ମୁକାବିଲା କ୍ଷେତ୍ରରେ ଅଧିକରୁ ଅଧିକ ସତର୍କ ରହିବା ପାଇଁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । ଏବେ ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ ହେବାରେ…

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ କଟକ(ଏନ୍‍.ଏମ୍‍.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍…

*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଭୁବନେଶ୍ୱର(ଏନ୍.ଏମ୍): ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ଆଜି ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଅଶ୍ୱିନୀ ଘରୋଇ ହସ୍ପିଟାଲରୁ…

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ : କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ : କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ କଟକ(ଏନ୍‌.ଏମ୍‌.): କଟକର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ଅଭିନବ ଡ୍ରୋନ । ଯାହା ଅପହଞ୍ଚ ବା ଉପାନ୍ତ ଅଞ୍ଚଳକୁ କରୋନା ଟୀକା ପହଞ୍ଚାଇବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ସମ୍ପ୍ରତି କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି…

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା ଭୁବନେଶ୍ୱର(ଏନ୍‌.ଏମ୍‌.): ଡବଲ ଡୋଜ୍ ଟିକା ନେଇନଥିଲେ ଜୁଲାଇ ୧ରୁ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଅନୁମତି ମିଳିବ ନାହିଁ । ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ,…

ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା

ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା ସିଡିଏରେ ୨୦ଏକର ଜମି ଯୋଗାଇ ଦେବାକୁ ପ୍ରସ୍ତାବ କଟକ(ଏନ୍‌.ଏମ୍‌.): ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଆଜି ସାଂସଦ ସୁବାସ ସିଂହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ହୋଇଛି । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ନାମରେ ନାମିତ ମଧୁସୁଦନ ଆଇନ୍ ମହାବିଦ୍ୟାଳୟ, ଗତ ଏପ୍ରଲ୍ ୨୮ ତାରିଖ ମଧୁବାବୁଙ୍କ ଜୟନ୍ତି…

କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି

କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ଓଡିଶା ସୂଚନା ସେବା ଉପ-ନିର୍ଦେଶକ,ପ୍ରଥମ ଶ୍ରେଣୀ (ବରିଷ୍ଠ ବର୍ଗ) ପଦବୀକୁ ପଦୋନ୍ନତି ହୋଇଛି । ଶ୍ରୀ ଷଡଙ୍ଗୀ କଟକ ଜିଲ୍ଲାରେ ଓଡିଶା ସୂଚନା ସେବା ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ଥାଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ ଭୁବନେଶ୍ୱର (ଏନ୍‌.ଏମ୍‌.):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ତଥା ଦ୍ୱାଦଶ ଶ୍ରେଣୀ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ଦୂରନିରନ୍ତର ଶିକ୍ଷା ପାଠ୍ୟକ୍ରମର ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ଫାଇଛି । ଏହି ବିଜ୍ଞପ୍ତିରେ +୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ଓ ମୂଲ୍ୟାୟନ ପଦ୍ଧତ୍ତି ଏବଂ…

୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା

୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ କରୋନା ଯୋଗୁଁ ଅନେକ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଲଢ଼େଇ କରି କରୋନାକୁ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ…

ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ୟୁଜି-ପିଜିର ଫାଇନାଲ ଇୟର ବା ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ମତାମତ ନିଆଯାଇ ୟୁଜି-ପିଜି ଫାଇନାଲ ଇୟର ବା ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ,…

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ କଟକ(ଏନ୍‌.ଏମ୍‌.): ପ୍ରତିବର୍ଷ ବର୍ଷା ଋତୁରେ କଟକ ଜଳବନ୍ଦୀ ହୋଇପଡ଼ୁଥିବାବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଏଡାଇବା ପାଇଁ ସାଂସଦ ସୁବାସ ସିଂହ ଗୁରୁତ୍ୱ ଦେଇଛନ୍ତି । ବର୍ଷା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ କରିବା ପାଇଁ ସାଂସଦ ସିଏମସି କମିଶନରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ…

ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ

ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଚୌଦ୍ୱାର ଅଞ୍ଚଳରେ ଥିବା ଇମ୍ଫା ଶିଳ୍ପଗୋଷ୍ଠୀ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଟୀକାକରଣ କରାଇଛି । ଇମ୍ଫା ଶିଳ୍ପଗୋଷ୍ଠୀ ତାର ଶ୍ରମିକ ଓ ତାଙ୍କର ପରିବାରକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଥିବାବେଳେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୨ଦିନ ଧରି ଟୀକା ଦିଆଯାଇଥିଲା ।…

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.) : ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦କୋଟି ଟଙ୍କା ବିନିଯୋଗ ହେବା ବିଷୟରେ ପ୍ରକାଶ କରିବା…

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଟାଙ୍ଗୀ(ଏନ୍‌.ଏମ୍‌.): ଆଦିବାସୀମାନଙ୍କ ଅଧୀନରେ ଥିବା ଜଙ୍ଗଲ କିସମ ଜମିକୁ ଛାଡିବା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଆଦିବାସୀଙ୍କୁ ଧମକ ଦେଇ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନାରେ ଅଟକାଇ ଜୋରଜବରଦସ୍ତ ଜମି ଛାଡିବାକୁ ସାଧା କାଗଜରେ ଦସ୍ତଖତ ନେବା ଘଟଣାକୁ ପ୍ରତିବାଦ କରି ଆଜି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଟାଙ୍ଗି ବ୍ଲକ…

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ ନୂଆଦିଲ୍ଲୀ (ଏଜେନ୍ସି): ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ସିବିଏସ୍‌ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି । ତେବେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି…

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ ପୁରୀ(ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି…

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ କଟକ (ଏନ୍‌.ଏମ୍‌.): ରାଜ୍ୟରେ ଚୋରା ବନ୍ଧୁକ କାରବାର ରୋକିବା ଦିଗରେ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଅଭିଯାନ ଚଲାଇଥିବାବେଳେ କଟକ କମିଶନରେଟ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି । କଟକ ଡିସିପିଙ୍କ ନେତୃତ୍ୱରେ ଆଜି କମିଶନରେଟ ପୁଲିସ୍ ୧୧ଟି ଚୋରା ବନ୍ଧୁକ ସହିତ ୫୧ଟି ଗୁଳି ଜବତ କରିଛି । ତା’ସହିତ ଏହି ଘଟଣାରେ…