ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା
ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଝାରସୁଗୁଡ଼ା(ଏନ୍.ଏମ୍.): ଶହେ ଟଙ୍କା ମାଗି ବିଫଳ ହେବାପରେ ଜଣେ ମଦ୍ୟପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନଏକଙ୍କୁ ହତ୍ୟା କରିବା ଭଳି ଅଘଟଣ ଘଟିଛି । ଉକ୍ତ ମଦ୍ୟପ ଜଣକ ତାଙ୍କୁ ଆକସ୍ମିକ ଭାବେ ଏକ…



















