ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର
ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର # ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଉଥିବା ବେଳେ ସେପ୍ଟେମ୍ବର ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସର ଗାଇଡ ଲାଇନ୍ ଜାରି ହୋଇଛି । ଏନେଇ ସ୍ୱେତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଘାଷଣା କରିଛନ୍ତି । ନୂଆ ଗାଇଡଲାଇନ ଆସନ୍ତା…



















