କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ
କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ କଟକ(ଏନ୍.ଏମ୍.): ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ । ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ । ପୃଥିବୀର ସ୍ଥିତି ମଣିଷକୁ ନେଇ ନିର୍ଦ୍ଧାରଣ କରାଯାଇଛି । ପ୍ରକୃତି…




















