ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !
ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ ! ନରସିଂହପୁର (ଏନ୍.ଏମ୍.): ନରସିଂହପୁର ବ୍ଲକର ଚାଷ ଜମିକୁ ଜଳସେଚନ ସୁବିଧା ମିଳୁନଥିବା ଅଭିଯୋଗରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଏକ…



















