ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି
ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟସେବା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ…




















