ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେଣୁ ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବେ । ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିବାବେଳେ ରାଜ୍ୟ ସରକାର…

ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍‌

ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍‌ ଭଦ୍ରକ(ଏନ୍‌.ଏମ୍‌.): ଦିନକୁ ଦିନ ଭଦ୍ରକ ଏବେ ଅସୁରକ୍ଷିତ ହୋଇ ଗଲାଣି । ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମଣିଲେଣି । ଏପରିକି ଦୁବୃତ୍ତମାନେ ଗୁଲି ଫୁଟାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଲୁଟ କରିବା ଘଟଣା ଜାଣିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ କଟକ(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ କଟକ ଜିଲ୍ଲାର ଅରିଲୋ ଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓମଫେଡ଼ ଡାଇରି ପ୍ଳାଣ୍ଟ ଲୋକାର୍ପିତ ହୋଇଯାଇଛି । ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ…

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): କନ୍ୟା ଏକ୍ସପ୍ରେସ, କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତାକୁ ଦୂର କରିବା ଉଦ୍ଦେଶ୍ୟରେ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଦ୍ୱାରା ଏକ ଅଭିନବ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରାଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ି ଉଦ୍‌ଘାଟିତ ହୋଇଥିଲା । କନ୍ୟା ଏକ୍ସପ୍ରେସ ନିୟମିତ ଭାବରେ ଯୁବତୀଙ୍କ ହେମୋଗ୍ଲୋବିନ୍‌ସ୍ତର ଯାଞ୍ଚ କରିବ, ଫୋଲିକ୍ ଏସିଡ୍…

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଆଞ୍ଚଳିକ ସାମାଜିକ ସେବା ସଂଗଠନ ସହଯୋଗରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏମସି ୪୮ନମ୍ବର ୱାର୍ଡ଼ ସ୍ଥିତ ୱାର୍ଡ ଅଫିସରେ ଶିବିର ଆୟୋଜନ ହୋଇଥିଲା । ଏକ ସଚେତନତା ପଦଯାତ୍ରା ଶାନ୍ତିନଗର ବସ୍ତି ଠାରୁ ବାହାରି ୱାର୍ଡ ଅଫିସ ସଭାସ୍ଥଳ ରେ ପହଞ୍ଚି ଥିଲା ।ଏହି…

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌ କଟକ(ଏନ୍‌.ଏମ୍‌.): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏଥି ସହିତ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।…

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଜନ ସେବକ ତଥା ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ରାଧାନାଥ ରଥ ସମାଜସେବା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୬ତାରିଖରେ ପଦ୍ମଭୂଷଣ…

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ ଭୁବନେଶ୍ୱର(ଏନ୍‌.ଏମ୍‌.): ବେଆଇନ ଭାବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏବେ ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ବିଭିନ୍ନ ସ୍ଥାନରେ ଥିବା ଆପାଟମେଣ୍ଟର ସହିତ ରହିଛି ସୁଉଚ୍ଚ ଅଟ୍ଟାଳିକା । ରାଜଧାନୀ ଭୁବନେଶ୍ୱରରେ ୪ଟି ଜାଗାରେ ରହିଛି ସୁଉଚ୍ଚ ଅଟ୍ଟାଳିକା । ତେବେ…

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା #କଟକ (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିନାହିଁ । ସମ୍ପ୍ରତି କଟକ, ଖୋର୍ଦ୍ଧା ଭଳି ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପ୍ରତିଦିନ କିଛିନା କିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ କରୋନା କଟକଣାକୁ ବଳବତ୍ତର ରଖିବାକୁ ବାଧ୍ୟ ହୋଇଛନ୍ତି…

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ କଟକ(ଏନ୍‌.ଏମ୍‌.): ଗତ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ରାଜ ରାସ୍ତାରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସାହସିକତାର ସହ ଜଣେ ଲୁଟେରାକୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟ ଜୋର ଜବରଦସ୍ତ କାବୁ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ପ୍ରଜ୍ଞାଙ୍କୁ…

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା କଟକ(ଏନ୍‌.ଏମ୍‌.): ଆସନ୍ତା ନଭେମ୍ବର ୧୨ତାରିଖ ଓଡିଶା ବନ୍ଦ ଆହ୍ୱାନକୁ କଟକ ସହରରେ ସଫଳ କରିବା ପାଇଁ ଆଜି କଟକ ନଗର (ଜିଲ୍ଲା) କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରିଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଲୟରେ କମିଟିର ସମସ୍ତ କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କର୍ପୋରେଟର, ଯୁବ କଂଗ୍ରେସ ମହିଳା…

କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ

କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କଟକ(ଏନ୍‌.ଏମ୍‌.): ରୋଟାରୀ କ୍ଲବ କଟକ ରାଡିଆନ୍ସ ପକ୍ଷରୁ ମ୍ୟୁନିସପାଲଟି ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସଭାପତି ଜ୍ଞାନୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତାମଠ ନିକଟସ୍ଥ ରାମକୃଷ୍ଣ ମିଶନ ପରିସରରେ ୬୦ଜଣ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରୋଟାରିଆନ ଡାକ୍ତର ତାପସ କୁମାର ଦାସ, କ୍ଲବ ଉପଦେଷ୍ଟା ତଥା…

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କରୋନା ସମୟରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ସହିତ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ଭରଣପୋଷଣରେ ସହାୟତା ପ୍ରଦାନ ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆପ୍ କଟକ ନଗର ଓ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ତାକିମ୍ ବକ୍ସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳ ଓ ସି.ଏମ୍‌.ସି.…

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ କଟକ(ଏନ୍‌.ଏମ୍‌.): କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଛି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଦୁର୍ଭାଗ୍ୟଜନକ ବୋଲି କଟକ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ…

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା: ‘ଡିସେମ୍ବର ୧୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା: ‘ଡିସେମ୍ବର ୧୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା’

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା: ‘ଡିସେମ୍ବର ୧୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା’ #ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ବର୍ଷ ନିର୍ଦ୍ଧାରିତ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ଚଳିତ କାର୍ତ୍ତିକେଶ୍ୱର ପୂଜା ପରିପ୍ରେକ୍ଷୀରେ ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ସଭାପତି ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୃଷନେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଯୋଗଦେଇ ପୂଜାପାର୍ବଣ ପାଇଁ ଥିବା କୋଭିଡ କଟକଣା ସମ୍ପର୍କରେ ଅବଗତ କରାଇବା…

ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ସଂସ୍କୃତି ସୁସ୍ଥ ସମାଜ ଗଠନର ମୂଳ ଉତ୍ସ: ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ #କଟକ(ଏନ୍‌.ଏମ୍‌.): ସଂସ୍କୃତିର ବିକାଶ ହୋଇ ପାରିଲେ ସମାଜର ଉନ୍ନତି ସମ୍ଭବ ହେବ । କଳାର ପୂର୍ଣ୍ଣ ରୂପ ହିଁ ସଂସ୍କୃତି । ଅନ୍ୟପକ୍ଷରେ କଳା ହିଁ ଆତ୍ମା ସହିତ ପରମାତ୍ମାକୁ ଯୋଡ଼ିବା ପାଇଁ ଏକ ଦୃଶ୍ୟହୀନ ସେତୁ । କଳା ମାଧ୍ୟମରେ ଭଗବାନଙ୍କ ସତ୍ତା ଦେଖିବାକୁ ମିଳେ…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ କଟକ(ଏନ୍‌.ଏମ୍‌.): ଜାନୁଆରୀ ୧ତାରିଖକୁ ଯୋଗ୍ୟତା ଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନଙ୍କୁ ନେଇ…

ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ

ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଉପସ୍ଥାପନ ହୋଇଛି । ମଦମୁକ୍ତ ନିର୍ବାଚନ…

ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର

ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପୁଣି ହ୍ରାସ ପାଇଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭାଟ କମାଇବା ପରେ ତେଲ ଦର ଆହୁରି କମିବ ବୋଲି ଜଣାପଡ଼ିଛି । ରାଜ୍ୟସରକାର ଭାଟ କମାଇବା ପରେ ନୂତନ ଦର ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ…