ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି
ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଗତପୁର(ଏନ୍.ଏମ୍.): ଲୋକସେବକ ଯୁବ ମଣ୍ଡଳ, କଟକ ପକ୍ଷରୁ ତ୍ରିନାଥ ସାହି ଆଦିବାସୀବସ୍ତିସ୍ଥିତ ଲୋକସେବକ ମଣ୍ଡଳ, କଟକ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଶିକ୍ଷା କେନ୍ଦ୍ର ପରିସରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି…




















