ସାମ୍ବାଦିକକୁ ଆକ୍ରମଣର ଘୋର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ସାମ୍ବାଦିକକୁ ଆକ୍ରମଣର ଘୋର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର #ଖୋର୍ଦ୍ଧା(ଏନ୍.ଏମ୍.): ଗଣମାଧ୍ୟମର ପ୍ରତିନିଧି ଜ୍ୟୋତି ମହାପାତ୍ରଙ୍କ ପ୍ରତି ଆକ୍ରମଣଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ନିୟୁ ଥୁଙ୍କିଙ୍ଗ୍ ଫୋରମ୍, ଖୋର୍ଦ୍ଧା ତରଫରୁ ଘୋର ନିନ୍ଦା କରାଯାଉଛି । ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ଗଣମାଧ୍ୟମ ହେଉଛି ସମାଜର ୪ର୍ଥ ସ୍ତମ୍ଭ । ଏମାନେ ସମାଜର ଜାଗ୍ରତ…




















