ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ ଭୁବନେଶ୍ୱର(ଏନ୍‌.ଏମ୍‌.): "ମୋ କଲେଜ' ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର…

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ: ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ: ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ: ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ [caption id="attachment_4730" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବଳିଷ୍ଠ ଦିଗ୍‌ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରିବା ଉପରେ ଜୋର…

ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ

ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ [caption id="attachment_4722" align="alignnone" width="300"] Photo by Smrutiranjan Tripathy[/caption] କଟକ (ଏନ୍‍.ଏମ୍‍.): ୧୬ ନମ୍ବର ଜାତୀୟ ରାଜପଥ କଟକରୁ ଭୁବନେଶ୍ୱର ଯାଉଥିବା ଏକ କାର ଫୁଲନଖରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିଟି ରୋଡ଼ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଗାଡ଼ିରେ କେତେଜଣ ଥିଲେ ଓ କିଭଳି ଦୁର୍ଘଟଣା ଘଟିଲା…

ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ

ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ କଟକ(ଏନ୍‌.ଏମ୍‌.): ଇପିଏଫ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ କେଲବା ବିଚ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଇପିଏଫ୍ ପେନସନର୍ସ ମାନଙ୍କର ସର୍ବଭାରତୀୟ ସଙ୍ଗଠନ ଇପିଏସ୍‌-୯୫ ନ୍ୟାସନାଲ କୋଅର୍ଡିନେସନ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଓଡ଼ିଶା ସମେତ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାରୁ…

ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍‌ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍‌ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍‌ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ [caption id="attachment_4714" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଅନେକ ସମସ୍ୟା ରହିଥିବାବେଳେ ସମାଧାନର ଫଳ ଶୂନ । ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଜନସାଧାରଣ ଜର୍ଜରିତ ହେଉଛନ୍ତି । ବର୍ଷ ବର୍ଷ ଧରି ସିଏମସି ଅଧିକାରୀ ଓ କର୍ମଚାରୀମାନେ ସହରର ବିକାଶ ପାଇଁ…

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି ଭୁବନେଶ୍ୱର/ ଖୋର୍ଦ୍ଧା (ଏନ୍‌.ଏମ୍‌.): ବହୁ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ସୁଦ୍ଧା ପୂର୍ବତନ ରେଳବାଇ ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତାର ସୋପାନରେ ରହିଛି । କରୋନା ସମୟରେ ସଂକ୍ରମଣ ଦୃଷ୍ଟିକୁ ରେଳବାଇ ଅନେକ ସେବାକୁ ବାତିଲ କରିଥିବାବେଳେ ଏବେ ଧିରେ ଧିରେ ସେବାଗୁଡ଼ିକୁ ଉପଲବ୍ଧ କରାଇ…

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି…

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ନଜରପୁର ଗୟାନା ଛକରେ ଏକ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ବ୍ୟାଚ୍ ସଭାପତି ଅଲେଖ ଚନ୍ଦ୍ର ବେହେରା, ନୃସିଂହ ଚନ୍ଦ୍ର ପରିଡା, ଉମାଶଙ୍କର ସାମଲ, ଦେବେନ୍ଦ୍ର ଦାସ, ଧନେଶ୍ୱର ମହାନ୍ତି, ଫଗୁ ଚରଣ ସାହୁ, ଦେବେନ୍ଦ୍ର ପଣ୍ଡା, ବିଭୁତି ଭୁଷଣ…

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ କଟକ(ଏନ୍‌.ଏମ୍‌.): କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଉପଲକ୍ଷେ କଟକର ବିଭିନ୍ନ ସ୍ଥାନରେ ମଧୁଜୟନ୍ତୀ ପାଳିତ ହୋଇଯାଇଛି । ମଧୁ ସ୍ମୃତି ସୁରକ୍ଷା ସଂସ୍ଥାନ ପକ୍ଷରୁ ମଧୁ ଜୟନ୍ତୀ ଉତ୍ସବ କଟକସ୍ଥିତ ତାଙ୍କ ବାସଭବନ ମଧୁସୂଦନ ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଅତିଥିମାନେ ମଧୁବାବୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।…

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଫେଜ-୨ ପରିସରରେ ଥିବା ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବାବେଳେ କାରଖାନାରେ ମହଜୁଦ ଥିବା ବିପୁଳ ପରିମାଣର ରଙ୍ଗିନ ତୁଳା ଓ ବହୁ ଦାମୀ ମେସିନ ସମେତ ଅନ୍ୟାନ୍ୟ…

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ [caption id="attachment_4688" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସର ପୁଣ୍ୟତିଥିରେ ‘ମନୋଜ ଦାସ ଫ୍ୟାନ୍ସ ଫେସବୁକ ଗୃପ୍‌’ ପକ୍ଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରାଯାଇଛି…

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ

ଏକାମ୍ର ସାରସ୍ୱତ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ [caption id="attachment_4685" align="alignnone" width="296"] Photo From I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.):ସନାତନ ଧର୍ମର ମୂଳ ଭାବ ହେଉଛି ଶାଶ୍ୱତ ସହ ସଂଯୋଗ । ଆମେ ଯେଉଁ ଉତ୍ସରୁ ଆସିଛେ, ସେହି ଉତ୍ସ ସହ ସଂଯୁକ୍ତ ହୋଇ ରହିବା ହେଉଛି ଧର୍ମର ସାରବତ୍ତା…

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ  ( ମଧୁବାବୁ)  ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପୂର୍ବକ ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି  ଯାଇଥିବା ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ ଭାଷା ଆନ୍ଦୋଳନ , ଓଡ଼ିଶାର ଭାଷା ଯୋଦ୍ଧା ମାନେ ରାଜ୍ୟପାଳ ଭବନ ନିକଟ ମଧୁବାବୁଙ୍କ ପ୍ରତିମୁର୍ତିସ୍ଥଳ "ଭାଷା ତୀର୍ଥ"ରେ  ପଣ…

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ ଜେଲରୁ ଫେରିବାବେଳେ କ’ଣ କହୁଛନ୍ତି ବିଜୟ ଦଳବେହେରା...  ଦେଖନ୍ତୁ ଭିଡିଓ... ବଡ଼ମ୍ବା(ଏନ୍‍.ଏମ୍‍.): ଦୀର୍ଘ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ବିଜେପି ନେତା ବିଜୟ ଦଳବେହେରା ଜାମିନ ପାଇବା ପରେ ଆଜି କାରାଗାରରୁ ମୁକ୍ତ ହୋଇଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଶହ ଶହ ସମର୍ଥକ ଜେଲ ଫାଟକ ନିକଟରେ ଶ୍ରୀ ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା…

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ [caption id="attachment_4674" align="alignnone" width="300"] ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ରୋଡ୍ ଇନ୍‌ଫ୍ରା ଓ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ନଗରପାଳ…

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା କଟକ(ଏନ୍‌.ଏମ୍‌.): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଥିବାବେଳେ ଏ ସବୁ ଜନସାଧାରଣଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି ।…

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ…

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ [caption id="attachment_4663" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ଆସନ୍ତା ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଏହି ଅବସରରେ ଡାକ ବିଭାଗ ପକ୍ଷରୁ ପୂର୍ବାହ୍ନରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ…

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା
Slider ଦେଶ ବିଦେଶ ପପୁଲାର ନିଓଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା [caption id="attachment_4659" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୩୦ ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସମ୍ପର୍କରେ ତର୍ଜମା କରିବା…

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ [caption id="attachment_4655" align="alignnone" width="300"] Photo From I&PR Odisha[/caption] ଭୁବନେଶ୍ୱର(ଏନ.ଏମ୍‌.): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର…