ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ
ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ ; ନୂଆଦିଲ୍ଲୀ(ଏଜେନ୍ସି): ବେଦାନ୍ତ ଆଲୁମିନିୟମ ଭାରତର ବୃହତମ ଆଲୁମିନିୟମ ସାମଗ୍ରୀ ଉତ୍ପାଦକ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲି) ଭାରତ ସହ ଅନ୍ୟତମ ବୃହତ ଲିଥିୟମ ଆଇଅନ ବ୍ୟାଟେରି ପାୱାରଯୁକ୍ତ ଇଲେକ୍ଟ୍ରିକ ୨୭ଟି ଫର୍କଲିଫ୍ଟ ପରିଚାଳନା ଆରମ୍ଭ କରିଛି । ଏହା ବେଦାନ୍ତ ଆଲୁମିନିୟମରେ ଯାନବାହାନ ଚଳାଚଳକୁ ଡିକାର୍ବୋନାଇଜଡ କରିବ । ଓଡ଼ିଶାର…




















