ରାଜ୍ୟସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ୩୪ଟି ନୂଆ ଏନ୍ଏସି ସହିତ ୫ ଏନ୍ଏସିକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା
ରାଜ୍ୟସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ୩୪ଟି ନୂଆ ଏନ୍ଏସି ସହିତ ୫ ଏନ୍ଏସିକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍ଏସି । ସେହିପରି ୫ଟି ଏନ୍ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ରାଜ୍ୟରେ ୧୧୫ଟି ସହରାଞ୍ଚଳ ପରିଷଦ ଥିବାବେଳେ ଆଜି ଏଥିରେ ଆଇ ୩୪ଟି ଯୋଡ଼ିହେବ । ଆଜି…




















