ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର
ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର [caption id="attachment_5420" align="alignnone" width="300"] News by Rajendra Pradhan (CTC)[/caption] କଟକ(ଏନ୍.ଏମ୍.): ଯାନ୍ତ୍ରୀକ ସଂଘର ସଂଗଠନ ସମ୍ପାଦକ ପ୍ରେମାନନ୍ଦ ବାରିକ(ୱାର୍କଚାର୍ଜ କ୍ଲର୍କ)ଙ୍କୁ ଅନ୍ୟାୟ ଭାବେ କଟକରୁ ଅନୁଗୋଳ ଜିଲ୍ଲାକୁ ହୋଇଥିବା ବଦଳି ଆଦେଶ ପ୍ରତିବାଦରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର…




















