ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି କଟକ(ଏନ.ଏମ୍‌.): କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଉଠିଛି । ୧୯୧୩ ମସିହାରେ ଭାରତ ବର୍ଷ ସ୍ୱାଧୀନତା ସଂଗ୍ରାମ ମଧ୍ୟ ଦେଇ ମହିଳା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରି ସମଗ୍ର ଦେଶରେ ୨ଟି ପ୍ରମୁଖ ମହିଳା କଲେଜ ଗଢି ଉଠିଥିଲା । ତନ୍ମଧ୍ୟରୁ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅନ୍ୟତମ ।…

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି କରାଯାଇଛି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ଯାକ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି । ତେବେ ଗେହଲଟ ବର୍ତ୍ତମାନ ମୋଦି ସରକାରରେ ସାମାଜିକ…

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା ନୂଆଦିଲ୍ଲୀ(ଏଜେନ୍ସି): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ…

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍‌.ଏମ୍‌.): ଦିନମଜୁରୀଆ କାମ କରି ପରିବାର ଚଳାଉଥିବା ଗରିବ ଲୋକମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ ବନ୍ଦ ଥିବା ଯୋଗୁଁ ଏହି ଗରିବ ଲୋକମାନଙ୍କ ପକ୍ଷରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ସ୍ଥାନୀୟ ବ୍ରାହ୍ମଣବାଡ଼ ଗ୍ରାମର ଦଳିତ ପରିବାରମାନେ ନାହିଁ ନଥିବା ହଇରାଣ ହେଉଥିବାବେଳେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ…

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାବିପତ୍ତି ସମୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ସୂତ୍ରରେ ଆଜି ଓଡିଶା ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା-ମୋ ପରିବାର ଜୀବନ ବିନ୍ଦୁ ସଂଯୋଜନାରେ ସ୍ଥାନୀୟ ବିଡାନାସୀ ସ୍ଥିତ ନଳିନୀ ମଣ୍ଡପଠାରେ ଆୟୋଜିତ…

ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ

ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡାଣ, କଟକ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସହଯୋଗରେ ୭୨ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ବୃକ୍ଷରୋପଣ ଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରେଭେନ୍ସା କଲିଜିଏଟ ସ୍କୁଲ ପରିସରରେ ଉଡାଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ…