ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା କଟକ(ଏନ୍‌.ଏମ୍‌.): ଆସନ୍ତା ଅଗଷ୍ଟ ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେବ । ଓପିଏସସି ପକ୍ଷରୁ ପରିଚାଳତ ଏହି ପରୀକ୍ଷା ଉକ୍ତ ଦିନସକାଳ ୧୦ରୁ ୧୨ ଜିଏସ୍ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା…

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର କଟକ(ଏନ୍‌.ଏମ୍‌.): ଆସନ୍ତା ୨୩ରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିରେ ୬ ଜଣ ଓଡ଼ିଆ ଆଥଲେଟ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ରାଜ୍ୟର ୬ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଜାତୀୟ ପୁରୁଷ ହକି ଦଳରୁ ପ୍ରତିନିଧିତ୍ୱ କରିବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସେହିପରି…

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା
Slider କ୍ରୀଡା ପପୁଲାର ନିଓଜ ରାଜ୍ୟ

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖରୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ କଳାହାଣ୍ଡି କପ ଓ ୧୬ବର୍ଷରୁ କମ ବାଳକ ବର୍ଗର କ୍ରିକେଟ ଟୁର୍ଣ୍ଟାମେଣ୍ଟ ଆରମ୍ଭ ହେବ…

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ ପେଟ୍ରୋଲିୟମ ଦର ବୃଦ୍ଧିକୁ ପ୍ରତିବାଦ କରି ସାଇକଲରେ ଟିଏମସି ସାଂସଦମାନେ ଗଲେ ସଂସଦ ଭବନ ନୂଆଦିଲ୍ଲୀ (ଏଜେନ୍ସି): ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ମୌସୁମୀ ଅଧିବେଶନର ପ୍ରଥମ ଦିବସରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା । ଅନ୍ୟପକ୍ଷରେ ତୃଣମୂଳ…

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସପାଇବା ପରେ ଆଜି ଠାରୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ କଟକଣା ମଧ୍ୟରେ ଏହି ବସଚଳାଚଳ କରିବା ସହ ଯାତ୍ରୀମାନେ ଯାଇ ପାରିବେ । ଦୀର୍ଘ ଅଢ଼େଇ ମାସର ବିରତି ପରେ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ…