ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ କଟକ(ଏନ୍‌.ଏମ୍‌.): ବହୁ ବାଦବିବାଦ ଭିତରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟ ହାଜର ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା । ମାତ୍ର କୌଣସି…

ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଇମ୍ଫା ପକ୍ଷରୁୁ ଚୌଦ୍ୱାର ତ୍ରିନାଥ ପଲ୍ଲୀରେ ଟିକାକରଣ ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଇମ୍ଫା କାରଖାନା ତରଫରୁ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ତ୍ରିନାଥ ପଲ୍ଲୀରେ କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆପୋଲୋ ହସପିଟାଲ ସହଭାଗିତାରେ ଆୟୋଜିତ ଏହି ଶିବିରରେ କଲୋନୀରେ ରହୁଥିବା କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨୦ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଥିଲା । ଏହି…

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ ଅନୁଗୋଳ (ଏନ୍‌.ଏମ୍‌.): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛି ଗଜରାଜ । ଆଜି ଉକ୍ତ ଗାଁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ହାତୀଟି…

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ [caption id="attachment_1320" align="alignnone" width="300"] Photo by OB[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଦ୍ୱୈତ୍ୟନଗରୀ ଭୁବନେଶ୍ୱରରୁ ୫ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ଓଝା ବୋଲି ଜଣାପଡ଼ିଛି…

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ ଢାକା (ଏଜେନ୍ସି): ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳର ଏକ କାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଖବର ଅନୁଯାୟୀ, ଢାକା ସ୍ଥିତ ନାରାୟଣଗଞ୍ଜର ରୁପଗଞ୍ଜ ଅଞ୍ଚଳରେ ସ୍ଥିତ ଏକ…

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଦୈନିକ କୋଭିଡ ଆରୋଗ୍ୟ ସଂଖ୍ୟା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ ସୂଚନା ଦେଇଛନ୍ତି । ଦେଶର ଓଡ଼ିଶା, ଆସାମ, ମେଘାଳୟ, ତ୍ରୁପୁରା, ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସତର୍କ…

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ପାଇବ ପାରେ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ…

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ । ଉପର ମୁଣ୍ଡରେ ବର୍ଷା ହେବା ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆଜି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସ୍ଥିତି ୬୦୭.୯୦ଫୁଟ ରହିଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦…