ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କୋଭିଡ଼୍ କଟକଣା ନିୟମାନୁଯାୟୀ କଟକ ସି.ଡି.ଏ.ସ୍ଥିତ ସଂଘ କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ଥ ଠେଙ୍ଗଡ଼ୀଜୀ ଶ୍ରମିକମାନଙ୍କୁ ଶୃଙ୍ଖଳିତ ଏବଂ ସଂଗଠିତ କରି ଶ୍ରମିକମାନଙ୍କୁ…

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକଙ୍କ ନାଁରେ ଅଭିଯୋଗ ଟାଙ୍ଗୀ(ଏନ୍‌.ଏମ୍‌.): ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି । ନୂତନକରି ଆଧାର ପଞ୍ଜିକରଣ ଓ ୫/୧୫ବର୍ଷ ପରେ ଅନିର୍ବାଯ୍ୟ ବାୟୋମେଟ୍ରିକ ନବୀକରଣ ନିମନ୍ତେ ସରକାର ନିଶୁଳ୍କ ବ୍ୟବସ୍ଥା ଲାଗୁ କରିଥିବାବେଳେ ଆଧାର କାର୍ଡ଼ରେ ଯେ କୌଣସି ପ୍ରକାର ସଂଶୋଧନ ନିମନ୍ତେ ୫୦ଟଙ୍କା ଓ ରଙ୍ଗୀନ ପ୍ରିଣ୍ଟ…

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ କଟକ(ଏନ୍‌.ଏମ୍‌.): ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପି ସ୍ତରରେ ପଦୋନ୍ନତି ଦିଆଯାଇ ଆଜି ବଦଳି ହୋଇଛି । ଅତିରିକ୍ତ ଏସ୍‌ପି କେଦାରନାଥ ସାହୁଙ୍କୁ ଉଦଳାରୁ କମିଶନରେଟ ପୁଲିସ, ଅତିରିକ୍ତ ଏସ୍‌ପି ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର, ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ହରେଶ…

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ ବିବାହର ୮ ମାସ ପରେ ଥାନାରେ ମାମଲା କଟକ(ଏନ୍‌.ଏମ୍‌.): ଫେସବୁକ୍ ଚାଟିଂରୁ ପ୍ରେମ, ଏହାପରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହୋଇଗଲେ ଜୀବନସାଥୀ । ହେଲେ ବେଶୀଦିନ ରହିଲାନି ମଧୁର ସମ୍ପର୍କ । ଏବେ କିନ୍ତୁ ସମ୍ପର୍କରେ ଦେଖାଦେଇଛି ଫାଟ । ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା…